ETV Bharat / city

ଅଦିନିଆ ବର୍ଷାରେ ଭିଜିଲା କଟକ

ଗୁରୁବାର କଟକବାସୀଙ୍କୁ ଖରାରୁ ମିଳିଲା ଆଶ୍ବସ୍ତି । ସକାଳୁ ଆରମ୍ଭ ହୋଇଯାଇଛି ଅଦିନିଆ ବର୍ଷା ।

author img

By

Published : Apr 22, 2021, 1:54 PM IST

ସିଲଭରସିଟିକୁ ଆସ୍ବସ୍ତି ଦେଲା ଅଦିନିଆ ବର୍ଷା
ସିଲଭରସିଟିକୁ ଆସ୍ବସ୍ତି ଦେଲା ଅଦିନିଆ ବର୍ଷା

କଟକ: ସିଲଭରସିଟିରେ ଜାରି ରହିଛି ଅଦିନିଆ ବର୍ଷା । ଯାହା କଟକିଆଙ୍କ ପାଇଁ ଆଣି ଦେଇଛି ଖୁସି । କାରଣ ଅନେକ ଦିନ ହେବ ଖରାର ପ୍ରକୋପରେ ଅସ୍ତବ୍ୟସ୍ତ ହେବା ପରେ ଆଜି କଟକିଆଙ୍କୁ ଖୁସି ପ୍ରଦାନ କରିଛି ଏହି ବର୍ଷା।

ସିଲଭରସିଟିକୁ ଆସ୍ବସ୍ତି ଦେଲା ଅଦିନିଆ ବର୍ଷା

ସକାଳୁ ଆରମ୍ଭ ହୋଇଛି ବର୍ଷା । ତେବେ ଏହି ବର୍ଷା ଯଦି ଅନେକ ଦିନ ଧରି ଲାଗି ରହେ ତେବେ କଟକିଆ ନିଶ୍ଚୟ ଆନନ୍ଦରେ ଘରେ ରହି ପାରିବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.