ETV Bharat / city

Mock Drill in Cuttack: କଟକ ରେଳ ଷ୍ଟେସନରେ ଆତଙ୍କୀ ହାମଲା ମକଡ୍ରିଲ୍ - mock drill at cuttack railway station

ଯେକୌଣସି ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ କଟକ ରେଳ ଷ୍ଟେସନ ରେ ମକଡ୍ରିଲ । ମିଛିମିଛିକା ଆତଙ୍କବାଦୀ । ସତ ପୋଲିସ ଓ ଅପରେସନ ଟିମ । ଅଧିକ ପଢନ୍ତୁ

v
Mock Drill in Cuttack
author img

By

Published : Nov 30, 2021, 7:56 PM IST

କଟକ: ଯେକୌଣସି ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ କଟକ ରେଳ ଷ୍ଟେସନରେ ମକଡ୍ରିଲ (mock drill at cuttack railway station ) । ମିଛିମିଛିକା ଆତଙ୍କବାଦୀ । ସତ ପୋଲିସ ଓ ଅପରେସନ ଟିମ । ରେଳ ଷ୍ଟେସନରେ ଯଦି ଆତଙ୍କବାଦୀ ଆକ୍ରମଣ ହୁଏ ? ତାହା ହେଲେ କେମିତି ହେବ ଅପରେସନ ସେନେଇ ଚାଲିଛି ଅଭ୍ୟାସ ।

Mock Drill in Cuttack ସାମିଲ ହୋଇଥିଲେ SGO RPF ଓ ସ୍ଥାନୀୟ ପୋଲିସ

ଏନେଇ ଆଜି( ମଙ୍ଗଳବାର) କଟକ ରେଳ ଷ୍ଟେସନ ରେଳ ସୁରକ୍ଷା ବଳ ( Railway Protection Force) ଜିଆରପି (Government Railway Police) ଏସଓଜି କମାଣ୍ଡୋ (Special Operations Group) , ବମ ସ୍କ୍ବାର୍ଡ (bomb squad) ଓ କମିଶନରେଟ ପୋଲିସ (Commissionerate of Police)ର ମିଳିତ ସହଯୋଗରେ ଏହି ମକ ଡ୍ରିଲ (Mock Drill) ହୋଇଥିଲା ।

ରେଳ ଷ୍ଟେସନରେ ଥିବା ସମସ୍ତ ଯାତ୍ରୀଙ୍କ ଉପସ୍ଥିତିରେ ଏହି ମକ ଡ୍ରିଲ (Mock Drill) ହୋଇଥିଲା । ମକଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବର୍ତ୍ତମାନ ସମୟରେ ଦେଶରେ ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣର ଆଶଙ୍କା ରହିଛି । ଯଦି ସେମିତି କିଛି ହୁଏ କିଭଳି ମୁକାବିଲା କରିହେବ ତାହାର ପୂର୍ବ ପ୍ରସ୍ତୁତି ଥିଲା । ତେଣୁ କଟକ ରେଳ ଷ୍ଟେସନ ବି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଏଠାରେ ଏହି ମକଡ୍ରିଲ ହୋଇଥିଲା । ଏନେଇ ସବିଶେଷ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ (Cuttack DCP Pratik Singh) ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.