ETV Bharat / city

‘ଇଂରେଜଙ୍କଠୁ ଟଙ୍କା ନିଆଯାଇ ଲେଖାଯାଇଛି ଇତିହାସ, ଏଥିରେ କୌଣସି ସତ୍ୟତା ନାହିଁ’ - କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭାରତର ଇତିହାସ ଭୁଲ । ଯାହା କିଛି ଲେଖା ଯାଇଛି ତାହାର କୌଣସି ସତ୍ୟତା ନାହିଁ । ଯିଏ ଏହି ମିଥ୍ୟା ଇତିହାସ ଲେଖିଛି ତା ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇପଡୁଛି । ଯିଏ ବି ଲେଖିଛି ସେ ଇଂରେଜଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଛି।

ଡିଜାଇନ ଫଟୋ
author img

By

Published : Sep 12, 2019, 4:33 PM IST

କଟକ: ଭାରତର ଇତିହାସ ଭୁଲ । ଯାହା କିଛି ଲେଖା ଯାଇଛି ତାହାର କୌଣସି ସତ୍ୟତା ନାହିଁ । ଯିଏ ଏହି ମିଥ୍ୟା ଇତିହାସ ଲେଖିଛି ତା ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇପଡୁଛି । ଯିଏ ବି ଲେଖିଛି ସେ ଇଂରେଜଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଛି । ବ୍ରିଟିଶଙ୍କୁ ଚିରସ୍ଥାୟୀର ଆଖ୍ୟା ଦେବା ପାଇଁ ଏହି ଭୁଲ ଇତିହାସ ଲେଖିଛନ୍ତି ସେମାନେ । ତେବେ ଏହି ମହାନ ଭାରତର ଇତିହାସକୁ ପୁଣି ଥରେ ଲେଖିବାରେ ଯୋଜନା ଚାଲିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଏହାସହ ଭାଷାକୁ ନେଇ ଯେଉଁ ମନ୍ତବ୍ୟ ରହିଛି ତାହା ମଧ୍ୟ ଭୁଲ୍‌ । ସବୁ ଭାଷା ସଂସ୍କୃତରୁ ଆସିଛି । ତେଣୁ ଉତ୍ତର ଭାରତ ଓ ଦକ୍ଷିଣ ଭାରତ ଅଲଗା ବୋଲି ଯେଉଁ କୁହାଯାଉଛି ତାହା ଭୁଲ୍‌ ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେହିପରି ଆର୍ଯ୍ୟ ଓ ଦ୍ରାବିଡ ଥିଓରୀ ମଧ୍ୟ ଭୁଲ । ହିନ୍ଦୁ ଓ ଶିଖ ଅଲଗା ନୁହଁନ୍ତି ସମସ୍ତେ ଏକ । କାରଣ ଶାସ୍ତ୍ର କୁହେ ଗୁରୁ ନାନକ ହେଉଛନ୍ତି ହିନ୍ଦୁ। ତେବେ ଏହି ଇତିହାସ ଲେଖିବା ପଛରେ ସାମ୍ପ୍ରଦାୟିକ ଦଙ୍ଗାକୁ ଆବାହନ କରିବା ଛଡା କିଛି ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଭାରତୀୟ ଇତିହାସ ଭୁଲ । ଯାହା କିଛି ଲେଖା ଯାଇଛି ତାହାର କୌଣସି ସତ୍ୟତା ନାହିଁ । ଯିଏ ଲେଖିଛି ଏହି ମିଥ୍ୟା ଇତିହାସ ତାର ଉଦେଶ୍ୟ ସ୍ପଷ୍ଟ ବାରି ହୋଇପଡୁଛି । ଯିଏ ବି ଲେଖିଛି ସେ ଇଂରେଜମାନଙ୍କ ଠୁ ମୋଟା ଅଙ୍କର ଟଙ୍କା ନେଇଛି । ବ୍ରିଟିଶ ମାନଙ୍କୁ ଚିର ସ୍ଥାୟୀ ର ଆଖ୍ୟା ଦେବା ପାଇଁ ଏହି ଭୁଲ ଇତିହାସ ଲେଖିଛନ୍ତି ସେମାନେ । ତେବେ ଏହି ମହାନ ଭାରତ ର ଇତିହାସ କୁ ପୁଣି ଥରେ ଲେଖିବାରେ ଯୋଜନା ଚାଲିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ତେବେ ଆର୍ଯ୍ୟ ଓ ଦ୍ରାବିଡ଼ ଥିଓରୀ ମଧ୍ୟ ଭୁଲ । ହିନ୍ଦୁ ଓ ଶିଖ ଅଲଗା ନୁହଁନ୍ତି ସମସ୍ତେ ଏକ । କାରଣ ଶାସ୍ତ୍ର କୁହେ ଗୁରୁ ନାନକ ହେଉଛନ୍ତି ହିନ୍ଦୁ । ତେବେ ଏହି ଇତିହାସ ଲେଖିବା ପଛରେ ସାମ୍ପ୍ରଦାୟିକ ଦଙ୍ଗା କୁ ଆବାହନ କରିବା ଛଡା କିଛି ନାହିଁ ବୋଲି କହିଛନ୍ତି ପ୍ରତାପ । ତେବେ ଇତିହାସ କୁ ପୁଣି ଥରେ ଲେଖିଅବର

ସଂସ୍କୃତ ରେ ଥିବା ଭାଷା ଗତ ଏକତା କୁ ବିଭିନ୍ନତା ଶୈଳୀ ରେ ପ୍ରକାଶ କରାଯାଇଛି । ଯାହା ଏକ ଦୁର୍ଭାଗ୍ୟଜନକ । ଏହାସହିତ ଏହି ଭୁଲ ଇତିହାସ କୁ ପୁର୍ନଛେଦ ପକାଇବା ପାଇଁ ଯୋଜନା ଚାଲିଛି ଖୁବ ଶୀଘ୍ର ଏହାର ସମାଧାନ ହେବା ନିଶ୍ଚିତ ବୋଲି କହିଛନ୍ତି ସେ ।

Body:ବାଇଟ: ପ୍ରତାପ ଷଡ଼ଙ୍ଗୀ ( କେନ୍ଦ୍ରମନ୍ତ୍ରୀ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.