ETV Bharat / city

ତାମିଲନାଡୁରୁ ଓଡ଼ିଶା ଆସୁଥିବା ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ ,୧୦ ଆହତ,୨ ଗୁରୁତ୍ୱର - ପ୍ରବାସୀ ଶ୍ରମିକ

ପ୍ରବାସୀଙ୍କୁ ନେଇ ତାମିଲନାଡୁରୁ ଓଡ଼ିଶା ଆସୁଥିବା ଏକ ବସ କଟକ ଟାଙ୍ଗୀ ନିକଟରେ ଦୁର୍ଘଟଣା ଗସ୍ତ ହୋଇଛି। ଏଥିରେ 10 ଜଣ ଆହତ ହୋଇଥିବା ବେଳେ 2 ଜଣ ଗୁରୁତର ଅଛନ୍ତି। ଅଧିକ ଖବର ପଢନ୍ତୁ...

ତାମିଲନାଡୁରୁ ଓଡ଼ିଶା ଆସୁଥିବା ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ ,୧୦ ଆହତ,୨ ଗୁରୁତ୍ୱର

author img

By

Published : May 19, 2020, 8:55 AM IST

କଟକ: ପ୍ରବାସୀଙ୍କୁ ନେଇ ତାମିଲନାଡୁରୁ ଓଡ଼ିଶା ଆସୁଥିବା ଏକ ବସ କଟକ ଟାଙ୍ଗୀ ନିକଟରେ ଦୁର୍ଘଟଣା ଗସ୍ତ ହୋଇଛି। ବସ ଟି ଏକ ଟ୍ରକକୁ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ତାମିଲନାଡୁରୁ ଓଡ଼ିଶା ଆସୁଥିବା ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ ,୧୦ ଆହତ,୨ ଗୁରୁତ୍ୱର
ତାମିଲନାଡୁରୁ ଓଡ଼ିଶା ଆସୁଥିବା ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ ,୧୦ ଆହତ,୨ ଗୁରୁତ୍ୱର

ଏହି ବସଟିରେ ୧୬ ଜଣ ପ୍ରବାସୀ ଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏସିସିବି ସ୍ଥାନାନ୍ତର କରାଯାଇଛି।

ବର୍ତ୍ତମାନ ସମସ୍ତ ଆହତଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି ଓ କୋରୋନା ପରୀକ୍ଷା ପରେ ସେମାନଙ୍କୁ ଭର୍ତ୍ତି କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।ଦୁର୍ଘଟଣାଗ୍ରସ୍ତ ବସଟି ତାମିଲନାଡ଼ୁରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ବଡ଼ସିଂପୁର ଗ୍ରାମକୁ ଫେରୁଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.