ETV Bharat / city

ମାଟ୍ରିକ ପରୀକ୍ଷା: ବିଜ୍ଞାନରେ କପି କରି ଧରାପଡିଲେ ୨୫୭ ପରୀକ୍ଷାର୍ଥୀ

ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପଞ୍ଚମ ଦିନର ପରୀକ୍ଷା ସାଧାରଣ ବିଜ୍ଞାନ ପରୀକ୍ଷା । ଅଧିକ ପଢନ୍ତୁ...

aa
ମାଟ୍ରିକ ପରୀକ୍ଷା: ବିଜ୍ଞାନରେ କପି କରି ଧରାପଡିଲେ ୨୫୭ ପରୀକ୍ଷାର୍ଥୀ
author img

By

Published : Feb 29, 2020, 3:27 AM IST

କଟକ: ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପଞ୍ଚମ ଦିନର ପରୀକ୍ଷା ସାଧାରଣ ବିଜ୍ଞାନ ପରୀକ୍ଷା । ସକାଳ ୧୦ ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧୨ ଟା ୩୦ରେ ଶେଷ ହୋଇଥିଲା ବିଜ୍ଞାନ ପରୀକ୍ଷା । ତେବେ ବିଜ୍ଞାନ ପରୀକ୍ଷା ଭଲ ହୋଇଥିବା ପରୀକ୍ଷାର୍ଥୀମାନେ କହିଛନ୍ତି ।

ମାଟ୍ରିକ ପରୀକ୍ଷା: ବିଜ୍ଞାନରେ କପି କରି ଧରାପଡିଲେ ୨୫୭ ପରୀକ୍ଷାର୍ଥୀ

ଉଭୟ ଅବଜେକ୍ଟିଭ ଓ ସବଜେକ୍ଟିଭ ପ୍ରଶ୍ନପତ୍ର ଭଲ ଆସିଥିବା ପରୀକ୍ଷାର୍ଥୀ କହିଛନ୍ତି । ସେହିପରି ପରୀକ୍ଷା ପରିଚାଳନାରେ କୌଣସି ତ୍ରୁଟି ଆସିନଥିବା ବୋର୍ଡ ସଭାପତି କହିଛନ୍ତି । ବିଜ୍ଞାନ ପରୀକ୍ଷାରେ କପି କରି ଧରା ପଡିଛନ୍ତି ମୋଟ ୨୫୭ ଜଣ ପରୀକ୍ଷାର୍ଥୀ । ଆସନ୍ତା ୨ ତାରିଖରେ ଶେଷ ହେବ ମାଟ୍ରିକ ପରୀକ୍ଷା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.