ETV Bharat / city

ସରିଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ 18ରୁ ଖାତା ଦେଖା ଆରମ୍ଭ - ସରିଲା ମ୍ୟାଟ୍ରିକ ପରୀକ୍ଷା

ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ସେପଟେ କପି ରୋକିବାକୁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସେହିପରି ଚଳିତ ମାସ 18 ତାରିଖରୁ ଖାତା ଦେଖା ପ୍ରକ୍ରିୟା ଆରମ୍ଭ କରାଯିବ ନୋଇ ମିଳିଛି ସୂଚନା । ଅଧିକ ପଢନ୍ତୁ...

matric-exam-ends
matric-exam-ends
author img

By

Published : Mar 2, 2020, 2:34 PM IST

କଟକ: ଆଜି ସରିଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ପରୀକ୍ଷା । ସେପଟେ ଚଳିତ ମାସ 18 ତାରିଖରୁ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଛି ସୂଚନା ।

ଏହି ପ୍ରକ୍ରିୟାରେ 15 ହଜାର ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ହେବାକୁ ଥିବାବେଳେ ୬୧ ଟି ପରୀକ୍ଷା କେନ୍ଦ୍ରରେ ଖାତା ଦେଖାଯିବ । ଚଳିତ ବର୍ଷ ୨,୮୮୮ଟି କେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

ସେପଟେ କପି ରୋକିବା ସହ ପରୀକ୍ଷା ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ବିଭାଗ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲା । ସେଣ୍ଟରମାନଙ୍କରେ ସିସି ଟିଭି ଲଗାଯିବା ସାଙ୍ଗକୁ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.