ETV Bharat / city

ଗିରଫ ସରକାରୀ ଅଧିକାରୀଙ୍କୁ ଜେରା; ଆସିଲା ନୂଆ ତଥ୍ୟ, ମିଳିଲା ନୂଆ ସମ୍ପତ୍ତି - interrogation to arrested first class officer

ବଢୁଛି ଗିରଫ ଦୁର୍ନୀତିଖୋର ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ସମ୍ପତ୍ତି । ଗିରଫ ଅଧିକାରୀଙ୍କୁ ମାରାଥନ ଜେରା ପରେ ଆସିଲା ନୂଆ ତଥ୍ୟ । ଦୁଇ ଅଧିକାରୀଙ୍କର ପୁଣି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଠାବ । ଅଧିକ ପଢନ୍ତୁ...

ଗିରଫ ପ୍ରଥମ ଶ୍ରେଣୀଙ୍କୁ ଅଧିକାରୀଙ୍କୁ ଜେରା; ଆସିଲା ନୂଆ ତଥ୍ୟ, ମିଳିଲା ନୂଆ ସମ୍ପତ୍ତି

author img

By

Published : Oct 12, 2021, 2:16 PM IST

କଟକ: ତିନି ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ ଘଟଣା । ଅଧିକାରୀଙ୍କୁ କରାଗଲା ମାରାଥନ ଜେରା । ଜେରା ସମୟରେ ନୂଆ ତଥ୍ୟ ମିଳିଥିବା ସୂଚନା । ଗିରଫ ଅଧିକାରୀଙ୍କ ମଧ୍ୟରୁ ଦୁଇ ଅଧିକାରୀଙ୍କର ପୁଣି ଲକ୍ଷାଧିକ ଟଙ୍କା ଠାବ କରିଛି ଭିଜିଲାନ୍ସ । ବାଲେଶ୍ବର ସ୍ଥିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମଙ୍କ ଘରୁ ପୁଣି 6 ଲକ୍ଷ 35ହଜାର 727ଟଙ୍କା ଜବତ ହୋଇଛି । ଯାହାକୁ ମିଶାଇ ତାଙ୍କ ଠାରୁ ମୋଟ ଜବତ ହୋଇଥିବା ଟଙ୍କା 16 ଲକ୍ଷ 49 ହଜାର 723କୁ ବୃଦ୍ଧି ପାଇଛି ।

ଗିରଫ ପ୍ରଥମ ଶ୍ରେଣୀଙ୍କୁ ଅଧିକାରୀଙ୍କୁ ଜେରା; ଆସିଲା ନୂଆ ତଥ୍ୟ, ମିଳିଲା ନୂଆ ସମ୍ପତ୍ତି

ସେପଟେ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିଧାନ ସାହୁଙ୍କର 4ଟି ବହୁମୂଲ୍ୟ ପ୍ଲଟ ଠାବ ହୋଇଛି । କଟକ ଦୋଳମୁଣ୍ଡାଇ ନିକଟରେ ଗୋଟିଏ ଏବଂ ଛତ୍ରପୁରରେ 4ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଏହାସହିତ ଭୁବନେଶ୍ବର ରଘୁନାଥପୁର ଅଞ୍ଚଳରେ ନରୋତ୍ତମ ବେହେରାଙ୍କ ବହୁମୂଲ୍ୟ ପ୍ଲଟ ମଧ୍ୟ ଠାବ ହୋଇଛି।

ଏହାମଧ୍ୟ ପଢନ୍ତୁ:ଭିଜିଲାନ୍ସ ଇତିହାସରେ ରେକର୍ଡ, ଏକାଦିନରେ ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ

ଏହି 3 ଜଣ ପ୍ରଥମ ଶ୍ରେଣୀ ଅଧକାରୀଙ୍କ ଠାରୁ ଏ ପର୍ଯ୍ୟନ୍ତ ମୋଟ 39 ଲକ୍ଷ 11 ହଜାର 443 ଟଙ୍କା ଜବତ କରି ସାରିଲାଣି ଭିଜିଲାନ୍ସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.