ETV Bharat / city

ନିଆଳିରେ ଗଡ଼ିଲା ପୁଣି ମେଣ୍ଢା ମୁଣ୍ଡ, ଅଜଣା ଜନ୍ତୁ ଫେରିବା ନେଇ ଆଶଙ୍କା - ନିଆଳିରେ ଗଡ଼ିଲା ପୁଣି ମେଣ୍ଢା ମୁଣ୍ଡ

ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ । ବାଘମରା ଗ୍ରାମ ନିରଞ୍ଜନ ଦାସଙ୍କ ଗୁହାଳରେ 6 ମେଣ୍ଢା ମରିଥିବାବେଳେ 5 ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

many more sheep-killed-in-niali
ନିଆଳିରେ ଗଡ଼ିଲା ପୁଣି ମେଣ୍ଢା ମୁଣ୍ଡ, ଆସିଲା କି ଅଜଣା ଜନ୍ତୁ ?
author img

By

Published : Apr 20, 2021, 8:53 PM IST

କଟକ: ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ । ବାଘମରା ଗ୍ରାମ ନିରଞ୍ଜନ ଦାସଙ୍କ ଗୁହାଳରେ 6 ମେଣ୍ଢା ମରିଥିବାବେଳେ 5 ଗୁରୁତର ହୋଇଛନ୍ତି । ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପୁଣି ଏକ ଭୟର ବାତାବରଣ ଖେଳିଯାଇଛି । ପୁଣି ଅଜଣା ଜନ୍ତୁ ଆସିଛି କି ?

ନିଆଳିରେ ଗଡ଼ିଲା ପୁଣି ମେଣ୍ଢା ମୁଣ୍ଡ, ଆସିଲା କି ଅଜଣା ଜନ୍ତୁ ?
ସୂଚନା ଥାଉ କି, ଚଳିତମାସ 1 ତାରିଖରେ ପଡୋଶୀ ବିରଞ୍ଚି ଦାସଙ୍କ ଗୁହାଳରେ 10 ମେଣ୍ଢା, 5 ତାରିଖରେ 5 ମେଣ୍ଢା ମରିଥିଲେ । ବନବିଭାଗ ପକ୍ଷରୁ ସେଠାରେ ଏକ ଜନ୍ତା ବସାଯାଇଥିଲେ ସୁଦ୍ଧା ବନବିଭାଗ କୌଣସି ଜନ୍ତୁର ସନ୍ଧାନ ପାଇନଥିଲା । ଏବେସୁଦ୍ଧା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳିନାହିଁ । ପୁଣି ଅଜଣା ଜନ୍ତୁର ଆତଙ୍କ ମେଣ୍ଢା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟିଦେଇ ଉଚିତ୍ ପଦକ୍ଷେପ ନେବାକୁ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ମେଣ୍ଢା ବ୍ୟବଚ୍ଛେଦ ପାଇଁ ସ୍ଥାନାନ୍ତରିତ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.