ETV Bharat / city

ବାଙ୍କୀ ଡବଲ ମର୍ଡର ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ

ବହୁଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ପୋଲିସ । ଅଭିଯୁକ୍ତ ଜଣଙ୍କ ହେଉଛି ଭ୍ରମରବର ପ୍ରଧାନ । ଅଧିକ ପଢନ୍ତୁ...

author img

By

Published : Mar 18, 2020, 12:00 PM IST

Updated : Mar 18, 2020, 3:39 PM IST

aa
ବାଙ୍କୀ ଡବଲ ମର୍ଡର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: ବାଙ୍କୀ ଡବଲ ମର୍ଡର ଘଟଣାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଅଭିଯୁକ୍ତ ଭ୍ରମରବର ପ୍ରଧାନଙ୍କୁ ଭୁବନେଶ୍ବରରୁ ଗିରଫ କରିଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟା ମାମଲାରେ 11 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କଟକ ଗ୍ରାମଞ୍ଚଳ ପୋଲିସ ।

ବାଙ୍କୀ ଡବଲ ମର୍ଡର ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ

ଗତକାଲି 2 ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ବର୍ତ୍ତମାନ ମାଷ୍ଟରମାଇଣ୍ଡ ଭ୍ରମରକୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏସପି ରାଧା ବିନୋଦ ପାଣିଗ୍ରାହୀ ।

ସୂଚନାଥାଉକି, ଗତ ଫେବୃଆରୀ 15 ତାରିଖରେ ଦିନ ଦ୍ବିପ୍ରହରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଓ ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିଲା । ପରେ କଟକ ଗ୍ରାମାଞ୍ଚଳ ଏସପି ନିଜ ତତ୍ତ୍ବାବଧାନରେ ତିନୋଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 18, 2020, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.