ETV Bharat / city

କମିଶନରେଟ ପୋଲିସ ଟାର୍ଗେଟରେ ଲୁଟେରା ଗ୍ୟାଙ୍ଗ, ୨ ଦିନରେ ୫ ଗିରଫ

author img

By

Published : Oct 2, 2021, 10:41 PM IST

କମିଶନରେଟ ପୋଲିସ ଟାର୍ଗେଟରେ ଲୁଟେରା ଗ୍ୟାଙ୍ଗ, ଗିରଫ ହେଲେ 3 ଲୁଟେରା। ଗତକାଲି ଗିରଫ ହୋଇଥିଲେ ଦୁଇ ହାର୍ଡକୋର ଅପରାଧୀ। ଅଧିକ ପଢନ୍ତୁ...

କମିଶନରେଟ ପୋଲିସ ଟାର୍ଗେଟରେ ଲୁଟେରା ଗ୍ୟାଙ୍ଗ , ଦୁଇ ଦିନରେ ଗିରଫ ହେଲେଣି 5 ଲୁଟେରା

କଟକ: କମିଶନରେଟ ପୋଲିସ ଟାର୍ଗେଟରେ ଲୁଟେରା ଗ୍ୟାଙ୍ଗ । ଗତକାଲି ସଦର ଅଞ୍ଚଳରୁ 2 ହାର୍ଡକୋର ହାଇୱେ ଲୁଟେରା ଗିରଫ ହୋଇଥିଲାବେଳେ ଆଜି ମର୍କତନଗର ଥାନା ହ୍ୟାଣ୍ଡକପରେ ଲୁଟେରା କିଙ୍ଗ ସନ୍ତୋଷ ନାୟକ ଓ ତାର ଦୁଇ ସାଥୀ ।

ଖବର ଅନୁସାରେ 28 ତାରିଖରେ ସିଡିଏ ଅଞ୍ଚଳରେ ଜ୍ୟୋତିର୍ମୟୀ ମଲିକଙ୍କ ଶାଶୁ ପ୍ରାତଃଭ୍ରମଣ କରୁଥିବାବେଳେ ଏକ ବାଇକରେ ଆସି ସନ୍ତୋଷ ଓ ତାର ସାଥୀ ଉକ୍ତ ମହିଳାଙ୍କଠୁ ଲୁଟ କରି ଫେରାର ହୋଇଯାଇଥିଲେ। ତେବେ ଏନେଇ ସ୍ଥାନୀୟ ଥାନାରେ ମାମଲା ହେଲା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତେବେ ଆଜି ସନ୍ତୋଷ ଓ ଦୁଇ ସାଥୀ, ଭାଗିରଥି ସାହୁ ,ଆଲୋକ ନାୟକକୁ ଗିରଫ କରିବାରେ ସଫଳ ହୋଇଥିଲା ମର୍କତନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ଟଙ୍କା,ଦାମୀ ମୋବାଇଲ ଓ ସୁନା ଚେନ ଜବତ କରିଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.