ETV Bharat / city

ବ୍ୟାଙ୍କ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ; ଲୁଟିନେଲେ ୩୦ ହଜାର - କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସାଲେପୁର ଶାଖା

କିଛି ଦୁର୍ବୃତ୍ତ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ୩୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ବ୍ୟାଙ୍କ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଲୁଟିଲେ ୩୦ ହଜାର

author img

By

Published : Jan 21, 2020, 10:09 AM IST

କଟକ: ବ୍ୟାଙ୍କ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । ସୋମବାର ବିଳମ୍ବିତ ରାତିରେ କଟକର ନିଶ୍ଚିତକୋଇଲି ଥାନା ବୁହାଳୋ ପଞ୍ଚାୟତ ନାଗାମଠ ନିକଟରେ କେତେକ ଦୁର୍ବୃତ୍ତ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ୩୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ବ୍ୟାଙ୍କ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଲୁଟିଲେ ୩୦ ହଜାର

ଜିଲ୍ଲାର ନେମାଳ ଥାନା ଅନ୍ତର୍ଗତ କଳମିଶ୍ରୀ ପଞ୍ଚାୟତ ପୁରୁଣାପାରି ଗ୍ରାମର ରମେଶ ରାଉତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସାଲେପୁର ଶାଖାରେ କାର୍ଯ୍ୟ କରନ୍ତି। ବିଳମ୍ବିତ ରାତିରେ ରମେଶ ବାଇକ ଯୋଗେ କେନ୍ଦ୍ରାପଡା କେନାଲ ବନ୍ଧରେ ଫେରୁଥିବାବେଳେ ନାଗାମଠ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଛୁରା ମାଡ କରି ତାଙ୍କ ନିକଟରୁ ୩୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।

ଦୁର୍ବୃତ୍ତଙ୍କ କବଳରୁ ନିଜକୁ ବଞ୍ଚାଇବା ପାଇଁ ସେ ବାଇକକୁ ଫୋପାଡ଼ି କେନାଲ ଭିତରକୁ ଡେଇଁ ପଡ଼ିଥିଲେ। ପାଣିରେ ପଡ଼ିବା ପରେ ରମେଶ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ନିଶ୍ଚିତକୋଇଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ନିଶ୍ଚିତକୋଇଲି ଥାନା ବୁହାଳୋ ପଞ୍ଚାୟତ ନାଗାମଠ ନିକଟରେ ବିଳମ୍ବିତ ରାତିରେ ଜଣେ ବ୍ୟାଙ୍କ କର୍ମଚାରୀ ଙ୍କ ଉପରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ୩୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ ନେମାଳ ଥାନା ଅନ୍ତର୍ଗତ କଳମିଶ୍ରୀ ପଞ୍ଚାୟତ ପୁରୁଣାପାରି ଗ୍ରାମର ରମେଶ ରାଉତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସାଲେପୁର ଶାଖାରେ କାର୍ଯ୍ୟ କରନ୍ତି।ବିଳମ୍ବିତ ରାତିରେ ରମେଶ ବାଇକ ଯୋଗେ କେନ୍ଦ୍ରାପଡା କେନାଲ ବନ୍ଧ ରେ ଯାଉଥିଲା ବେଳେ ନାଗାମଠ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଛୁରା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି ତାଙ୍କ ନିକଟରୁ ୩୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।ଦୁର୍ବୃତ୍ତ ଙ୍କ ନିକଟରୁ ରକ୍ଷା ପାଇବା ପାଈଁ ରମେଶ ବାଇକ କୁ ଫୋପାଡ଼ି କେନାଲ ଭିତରକୁ ଡେଇଁ ପଡ଼ି ଥିଲେ।ପାଣି ରେ ପଡ଼ି ରମେଶ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଯୋଗେ ନିଶ୍ଚିତ କୋଇଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ବାଇଟ - ରମେଶ ରାଉତ,ଆହତ ଵ୍ୟକ୍ତି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.