ETV Bharat / city

ଲକଡାଉନ କଟକଣା ଉଲ୍ଲଂଘନ: ରାଜ୍ୟର ବିଭିନ୍ନ ଥାନାରେ ୭୩୮୧ଟି ମାମଲା ରୁଜୁ

author img

By

Published : Aug 15, 2020, 9:12 PM IST

ଲକଡାଉନ କଟକଣା ଉଲ୍ଲଂଘନ ଘଟଣାରେ ସାରା ରାଜ୍ୟର ବିଭିନ୍ନ ଥାନାରେ ଶନିବାର(ଅଗଷ୍ଟ 15) ପର୍ଯ୍ୟନ୍ତ ମୋଟ ୭୩୮୧ଟି ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ...

ଲକଡାଉନ କଟକଣା ଉଲ୍ଲଂଘନ:ରାଜ୍ୟର ବିଭିନ୍ନ ଥାନାରେ ୭୩୮୧ଟି ମାମଲା ରୁଜୁ

କଟକ: ଲକଡାଉନ କଟକଣା ଉଲ୍ଲଂଘନ ଘଟଣାରେ ସାରା ରାଜ୍ୟର ବିଭିନ୍ନ ଥାନାରେ ଶନିବାର(ଅଗଷ୍ଟ 15) ପର୍ଯ୍ୟନ୍ତ ମୋଟ ୭୩୮୧ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ମାମଲା ରୁଜୁ କରାଯାଇଥିବା ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଶୁକ୍ରବାର ସକାଳୁ ଶନିବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୯ଟି ମାମଲା ରୁଜୁ କରାଯାଇଛି । ଏହି ୯ଟି ମାମଲା ମଧ୍ୟରୁ ସମସ୍ତ ୯ଟି ମାମଲା ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.