ETV Bharat / city

ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ରୁଜୁ ହୋଇଛି 5085 ମାମଲା

ତାଲାବନ୍ଦ ନିୟମକୁ ଉଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୫୦୮୫ ଟି ମାମଲା ରୁଜୁ କରାଯାଇଛି । ଗତକାଲି ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୪୪ ଟି ମାମଲା ରୁଜୁ ହୋଇଥିବାବେଳେ, ହୋମକ୍ବାରେନଟାଇନ ଉଲଙ୍ଘନ କରିବା ଅଭିଯୋଗରେ ୪ ଟି ମାମଲା ରୁଜୁ ହୋଇଛି । ଆହୁରି ପଢନ୍ତୁ...

Lockdown violation in cuttack
ତାଲାବନ୍ଦ ନିୟମ ଉଲଙ୍ଘନ ମାମଲା
author img

By

Published : Apr 16, 2020, 4:47 PM IST

କଟକ: ତାଲାବନ୍ଦ ନିୟମକୁ ଉଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୫୦୮୫ ଟି ମାମଲା ରୁଜୁ କରାଯାଇଛି । ଗତ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୪୪ ଟି ମାମଲା ରୁଜୁ କରାଯାଇଛି । ଏହି ୧୪୪ ଟି ମାମଲା ମଧ୍ୟରୁ ୧୩୪ ଟି ମାମଲା ତାଲାବନ୍ଦ ନିୟମ ଉଲଂଘନ କରିବା ଅଭିଯୋଗ ରୁଜୁ ହୋଇଥିବାବେଳେ, ହୋମକ୍ବାରେନଟାଇନ ଉଲଙ୍ଘନ କରିବା ଅଭିଯୋଗରେ ୪ ଟି ମାମଲା ରୁଜୁ ହୋଇଛି ।

ସେହିପରି ୬ ଟି ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ଏକ ପ୍ରେସ ରିଲିଜ ମାଧ୍ୟମରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.