କଟକ: ସିଏମସି ଅଧିନରେ ପୁଣି ସ୍ଥାନୀୟ ସଂକ୍ରମଣ ଚିହ୍ନଟ । ଆଜି 2ଟି ସ୍ଥାନୀୟ ଲୋକେ ସଂକ୍ରମିତ ହୋଇଛନ୍ତି । ସେଥିରୁ ଜଣେ ରାଣୀହାଟ ଅଞ୍ଚଳର ହୋଇଥିବାବେଳେ ଆଉ ଜଣେ ସିଡିଏ ସେକ୍ଟର 9ର ବୋଲି ଜଣାପଡିଛି ।
ବର୍ତ୍ତମାନ ସୁଦ୍ଧା ସିଏମସି ଅଧୀନରେ 39 ପିଜେଟିଭ ମାମଲା ସାମ୍ନାକୁ ଆସିଛି । ଯେଉଁଥିରୁ 22 ସୁସ୍ଥ ହୋଇସାରିଛନ୍ତି । 15 ଜଣ କୋଭିଡ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ 2 ଜଣଙ୍କର ଜୀବନ ଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ