ETV Bharat / city

କଟକରେ ବଢୁଛି ସ୍ଥାନୀୟ ସଂକ୍ରମଣ

ଦିନକୁ ଦିନ କାୟା ମେଲାଇ ଚାଲିଛି କୋରୋନା । କଟକ ମହାନଗର ନିଗମରେ ଆଜି 217 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କଟକରେ ବଢୁଛି ସ୍ଥାନୀୟ ସଂକ୍ରମଣ
କଟକରେ ବଢୁଛି ସ୍ଥାନୀୟ ସଂକ୍ରମଣ
author img

By

Published : Sep 26, 2020, 8:38 PM IST

କଟକ: କମିବାର ନାଁ ନେଉନି କୋରୋନା ସଂକ୍ରମଣ । ଆଜି କଟକରେ ମୋଟ 217 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 98ଟି ସ୍ଥାନୀୟ କେସ୍ ରହିଛି ।

କଟକରେ ବଢୁଛି ସ୍ଥାନୀୟ ସଂକ୍ରମଣ

ଦିନକୁ ଦିନ କାୟା ମେଲାଇ ଚାଲିଛି କୋରୋନା । କଟକ ମହାନଗର ନିଗମରେ ଆଜି 217 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 98ଟି ସ୍ଥାନୀୟ କେସ୍ , 75ଟି ହୋମକ୍ବାରେଣ୍ଟାଇନ ଓ 44ଟି ସରକାରୀ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

କଟକ ମହାନଗର ନିଗମରୁ ଏପର୍ଯ୍ୟନ୍ତ 11ହଜାର 346 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 8573ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ବିଭିନ୍ନ କୋଭିଡ ହସପିଟାଲରେ 2731ଜଣ ଚିକିତ୍ସାଧିନ ଅଛନ୍ତି । ମୃତ୍ୟୁ ସଂଖ୍ୟା 42ରେ ପହଞ୍ଚିଲାଣି । କଟକ ମହାନଗର ନିଗମରେ ଦିନକୁ ଦିନ ପଜିଟିଭ ସଂଖ୍ୟା ବଢୁଥିବା କହିଛନ୍ତି ସିଏମସି କମିଶନର ଅନନ୍ୟା ଦାଶ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.