ETV Bharat / city

କଟକରେ ଯାଞ୍ଚ ହେବ ଲିଚୁ ! - litchi

ଆବଶ୍ୟକ ପଡିଲେ କଟକରେ ଲିଚୁର ହେବ ମାନ ନିରୀକ୍ଷଣ । ଏହା କହିଛନ୍ତି କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ।

ଡିଜାଇନ ଫଟୋ
author img

By

Published : Jun 19, 2019, 7:00 PM IST

କଟକ: ପିଲାଙ୍କ ପାଇଁ କାଳ ସାଜିଛି ଲିଚୁ । ବିହାରରେ ନେଉଛି ଜୀବନ । ଆକ୍ୟୁଟ ଏନ୍‌ସେଫାଲାଇଟିସ୍ ତଥା ଚମକି ରୋଗରେ ପଡି ବର୍ତ୍ତମାନ ସୁଦ୍ଧା 100ରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପଟେ ଶିଶୁ ମୃତ୍ୟୁ ବଢୁଥିବାବେଳେ ଏପଟେ ଓଡିଶାକୁ ଚିନ୍ତା ଘାରିଛି । ଏହାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି । କଟକରେ ମଧ୍ୟ ଏହା ଉପରେ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ । ଆବଶ୍ୟକ ପଡିଲେ ସହରର ବିଭିନ୍ନ ସ୍ଥାନରେ ଲିଚୁର ମାନ ନିରୀକ୍ଷଣ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଲିଚୁ ଏବେ ପିଲାଙ୍କ ପାଇଁ କାଳ ହୋଇଛି।ଖାଲି ପେଟରେ ଲିଚୁ ଖାଇବା ପରେ ପିଲାଙ୍କୁ ଜ୍ଵର ଆସିବା ସହ ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଛି।ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ର ମୁଜାଫୁରରେ।ଏନସେଫାଲାଇଟ ସଂକ୍ରମଣରେ ଶତାଧିକ ପିଲାଙ୍କର ମୃତ୍ୟୁ ପରେ ଓଡିଶା କୁ ଏବେ ଚିନ୍ତା ଘାରିଛି।ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର।ତେବେ କଟକରେ ମଧ୍ୟ ଏହାକୁ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପ୍ରସାସନ।ଆବଶ୍ୟକ ପଡ଼ିଲେ ସହରର ସମସ୍ତ ସ୍ଥାନରେ ଲିଚି ର ମାନ ନିରୀକ୍ଷଣ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି।

ବାଇଟ - ଅରବିନ୍ଦ ଅଗ୍ରୱାଲ,କଟକ ଜିଲ୍ଲାପାଳ।

Body:no need

Conclusion:visual byte through mojo

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.