କଟକ: ଜଷ୍ଟିସ ରଫିକ ହେବେ ହାଇକୋର୍ଟ ମୁଖ୍ୟ ବିଚାରପତି । ଜଷ୍ଟିସ ମହମ୍ମଦ ରଫିକକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । 18 ଏପ୍ରିଲ, 2020 ରେ ସୁପ୍ରିମକୋର୍ଟ କଲେଜିୟମ ମେଘାଳୟ ହାଇକୋର୍ଟରେ ପ୍ରଧାନ ବିଚାରପତି ଭାବେ ଅବସ୍ଥାପିତ ଥିବା ଜଷ୍ଟିସ ମହମ୍ମଦ ରଫିକଙ୍କୁ ହାଇକୋର୍ଟକୁ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ସୁପାରିଶ କରିଛନ୍ତି।

ସୂଚନା ମୁତାବକ ବର୍ତ୍ତମାନ ଜଷ୍ଟିସ ସଞ୍ଜୁ ପଣ୍ଡା ଓଡିଶା ହାଇକୋର୍ଟର କାମଚଳା ପ୍ରଧାନ ବିଚାରପତିଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି ।
କଟକରୁ ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ