ETV Bharat / city

ଜଷ୍ଟିସ ରଫିକ ହେବେ ହାଇକୋର୍ଟ ମୁଖ୍ୟ ବିଚାରପତି - ହାଇକୋର୍ଟ ପ୍ରଧାନ ବିଚାରପତି

ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ ମହମ୍ମଦ ରଫିକଙ୍କ ନାମ ସୁପାରିଶ କଲା ସୁପ୍ରିମକୋର୍ଟ କଲେଜିୟମ । ଅଧିକ ସୂଚନା ପାଇଁ ପଢନ୍ତୁ ...

Justice Rafiq will be the Chief Justice of the High Cour
ଜଷ୍ଟିସ ରଫିକ ହେବେ ହାଇକୋର୍ଟ ର ମୁଖ୍ୟ ବିଚାରପତି
author img

By

Published : Apr 19, 2020, 4:06 PM IST

କଟକ: ଜଷ୍ଟିସ ରଫିକ ହେବେ ହାଇକୋର୍ଟ ମୁଖ୍ୟ ବିଚାରପତି । ଜଷ୍ଟିସ ମହମ୍ମଦ ରଫିକକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । 18 ଏପ୍ରିଲ, 2020 ରେ ସୁପ୍ରିମକୋର୍ଟ କଲେଜିୟମ ମେଘାଳୟ ହାଇକୋର୍ଟରେ ପ୍ରଧାନ ବିଚାରପତି ଭାବେ ଅବସ୍ଥାପିତ ଥିବା ଜଷ୍ଟିସ ମହମ୍ମଦ ରଫିକଙ୍କୁ ହାଇକୋର୍ଟକୁ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ସୁପାରିଶ କରିଛନ୍ତି।

Justice Rafiq will be the Chief Justice of the High Cour
ଜଷ୍ଟିସ ରଫିକ ହେବେ ହାଇକୋର୍ଟ ର ମୁଖ୍ୟ ବିଚାରପତି

ସୂଚନା ମୁତାବକ ବର୍ତ୍ତମାନ ଜଷ୍ଟିସ ସଞ୍ଜୁ ପଣ୍ଡା ଓଡିଶା ହାଇକୋର୍ଟର କାମଚଳା ପ୍ରଧାନ ବିଚାରପତିଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି ।

କଟକରୁ ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.