କଟକ: ଜେଏନୟୁ ଛାତ୍ରଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣକୁ ନିନ୍ଦା କରିଛି ଅଲଇଣ୍ଡିଆ ଡିଏସଓ ଛାତ୍ର ସଂଗଠନ। ଘଟଣାକୁ ନିନ୍ଦାକରି କଟକ କଲେଜ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ୟପଟେ ଏହି ଆକ୍ରମଣ ପାଇଁ ଏବିଭିପି ଛାତ୍ର ସଙ୍ଗଠନକୁ ଦାୟୀ କରିଛି ଅଲଇଣ୍ଡିଆ ଡିଏସଓ। ଯେଉଁମାନେ ଏଭଳି ଆକ୍ରମଣ କରିଛନ୍ତି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଙ୍ଗଠନ ଦାବି କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ