ETV Bharat / city

ଇନିସ୍ପେକ୍ଟର ଓ ସବ-ଇନିସ୍ପେକ୍ଟର ସ୍ତରରେ ଅଦଳବଦଳ

ବଦଳି ହେଲେ 4 ସବ-ଇନିସ୍ପେକ୍ଟର ଓ 15 ଇନିସ୍ପେକ୍ଟର । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏମାନଙ୍କୁ ବଦଳି କରାଯାଇଛି ବଦଳି । ଏନେଇ ରାଜ୍ୟ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

author img

By

Published : Jun 6, 2020, 10:43 PM IST

inspector, subinspector, Inspector and subinspector level reshuffle, state police headquarter, cuttack latest news, ଇନସ୍ପେକ୍ଟର, ସବ-ଇନସ୍ପେକ୍ଟର, ଇନସ୍ପେକ୍ଟର ଓ ସବ-ଇନସ୍ପେକ୍ଟରସ୍ତରରେ ଅଦଳବଦଳ, ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟସ କଟକ ଲାଟେଷ୍ଟ ନ୍ୟୁଜ୍‌
ଇନସ୍ପେକ୍ଟର ଓ ସବ-ଇନସ୍ପେକ୍ଟରସ୍ତରରେ ଅଦଳବଦଳ

କଟକ: ବଦଳି ହେଲେ 4 ସବ-ଇନିସ୍ପେକ୍ଟର ଓ 15 ଇନିସ୍ପେକ୍ଟର । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏମାନଙ୍କୁ ବଦଳି କରାଯାଇଛି । ଏନେଇ ରାଜ୍ୟ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସବ-ଇନିସ୍ପେକ୍ଟର ତାଲିକାରେ ଅସିତ କୁମାର ବଳବନ୍ତରାୟଙ୍କ କମିଶନରେଟ ପୋଲିସରୁ କୋରାପୁଟ, ଦୀପକ କୁମାର ଲେଙ୍କାଙ୍କୁ କମିଶନରେଟ ପୋଲିସରୁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଛି । ସେହିପରି ମଞ୍ଜୁଲତା ଖଡଙ୍ଗଙ୍କୁ ଖୋର୍ଦ୍ଧାରୁ ନୂଆପଡା ବଦଳି କରାଯାଇଛି । ଶେଷରେ କାମାଲିନି ତାଣ୍ଡିଙ୍କୁ ଭିଜିଲାନ୍ସ ବିଭାଗରୁ ଖୋର୍ଦ୍ଧାକୁ ବଦଳି କରାଯାଇଛି ।

ସେହିପରି ଇନିସ୍ପେକ୍ଟର ତାଲିକାରେ ଦିଲୀପ କୁମାର ସ୍ବାଇଁଙ୍କୁ କମିଶନରେଟ ପୋଲିସରୁ ଗଞ୍ଜାମ, ଜୟଦେବ ବିଶ୍ଵଜିତଙ୍କୁ କମିଶନରେଟ ପୋଲିସରୁ ଏସଆରପି କଟକ, ଜନେନ୍ଦ୍ର କୁମାର ସାହୁଙ୍କୁ କମିଶନରେଟ ପୋଲିସରୁ ପୁରୀକୁ ବଦଳି କରାଯାଇଛି । ଅନ୍ୟପଟେ ସରତ ସାହୁ ଓ ଯୁବରାଜ ସ୍ବାଇଁଙ୍କୁ ଯଥାକ୍ରମେ ପୁରୀ ଓ ଗଞ୍ଜାମରୁ କମିଶନରେଟ ପୋଲିସକୁ ବଦଳି କରାଯାଇଛି । ପ୍ରଜ୍ଞା ପାରମିତା ଜେନା, ନିବେଦିତା ଦାସ ଓ ଆଲୋକ କୁମାର ଜେନାଙ୍କୁ ଯଥାକ୍ରମେ ଏସଟିଏଫ, ସିଆଇଡି ସିବି, ଇଓଡବ୍ଲ୍ୟୁ ସିଆଇଡି ସିବି ଓ ଏସଟିଏଫ ସିଆଇଡି ସିବି ଭୁବନେଶ୍ବରରୁ ନୟାଗଡ଼, ଏସଆରପି କଟକ ଓ ଭଦ୍ରକ ବଦଳି କରାଯାଇଛି ।

ଏହାଛଡା ସୁମନ୍ତ କିଶନ ଓ ଗୌରାଙ୍ଗ ଚନ୍ଦ୍ର ସାହୁଙ୍କୁ ବ୍ରହ୍ମପୁରରୁ ଯଥାକ୍ରମେ କେନ୍ଦ୍ରାପଡା ଓ ଭଦ୍ରକକୁ ପଠାଯାଇଛି । ରାମ କୁମାର ମୁର୍ମୁଙ୍କୁ କେନ୍ଦ୍ରାପଡାରୁ ଵ୍ରହ୍ମପୁର ଓ ଜିଆରପି କଟକରୁ ଭରତ ଚନ୍ଦ୍ର ସାହୁଙ୍କୁ କମିଶନରେଟ ପୋଲିସକୁ ବଦଳି କରାଯାଇଛି । ଭିଜିଲାନ୍ସରେ ଥିବା ସୁଶାନ୍ତ କୁମାର ମିଶ୍ର ଓ ଭାଲେଣ୍ଟିନା ରାୟଙ୍କୁ ଭଦ୍ରକ ଓ ବ୍ରହ୍ମପୁର ବଦଳି କରାଯାଇଛି । ଶେଷରେ ଅକ୍ଷୟ କୁମାର ନାୟକଙ୍କୁ ସିଆଇଡି ସିବି କଟକରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.