ETV Bharat / city

ବଢିଲା ବସ ଭଡା: ଜାଣନ୍ତୁ କେତେ ଥିଲା, କେତେ ହେଲା ?

author img

By

Published : Jun 16, 2020, 3:36 PM IST

ସାଧାରଣ ଓ ଏକ୍ସପ୍ରେସରେ ୩ ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସରେ ୬ ପଇସା ବୃଦ୍ଧି ପାଇଛି। ଡିଜେଲଦର ବୃଦ୍ଧି ପରେ ଏହି ଭଡା ବୃଦ୍ଧି ହୋଇଛି । ଅଟୋମେଟିକ ମେକାନିଜିମ ମାଧ୍ୟମରେ ଏହି ଭଡା ବୃଦ୍ଧି ହୋଇଛି ।

ବଢ଼ିଲା ବସ ଭଡା: ଜାଣନ୍ତୁ କେତେ ଥିଲା, କେତେ ବଢ଼ିଲା ?
increased-bus-fares-find-the-calculation

କଟକ: ପୁଣି ବଢ଼ିଲା ବସ ଭଡା । ସାଧାରଣ ଓ ଏକ୍ସପ୍ରେସରେ ୩ ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସରେ ୬ ପଇସା ବୃଦ୍ଧି ପାଇଛି । ଡିଜେଲଦର ବୃଦ୍ଧି ପରେ ଏହି ଭଡା ବୃଦ୍ଧି ହୋଇଛି । ଅଟୋମେଟିକ ମେକାନିଜିମ ମାଧ୍ୟମରେ ଏହି ଭଡା ବୃଦ୍ଧି ହୋଇଛି । ସାଧାରଣ ୬୭ ପଇସାରୁ ବଢି ୭୦ ପଇସା ହୋଇଛି।

ବଢ଼ିଲା ବସ ଭଡା: ଜାଣନ୍ତୁ କେତେ ଥିଲା, କେତେ ବଢ଼ିଲା ?
ଏକ୍ସପ୍ରେସ କିଲୋମିଟର ପିଛା ୭୦ ପାଇସାରୁ ୩ ପଇସା ବଢି ୭୩ ପଇସା ହୋଇଛି। ଡିଲକ୍ସ ବସ ଭଡା ୯୫ ପଇସାରୁ ୧ ଟଙ୍କା ୧ ପଇସା ହୋଇଥିବାବେଳେ ଏସିଡିଲକ୍ସ ଭଡା ୧ ଟଙ୍କା ୧୭ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୨୩ ପଇସାରେ ପହଞ୍ଚିଥିବା ଘରୋଇ ବସ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.