ETV Bharat / city

ସାବଧାନ ! ରଜରେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ - cuttack news

ରଜରେ ଘରେ ରୁହ । ନଚେତ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏକଥା ପ୍ରକାଶ କରିଛନ୍ତି କଟକ ଜିଲ୍ଲାପାଳ । ପ୍ରଶାସନିକ ଅଧିକାରୀ ଓ ପୋଲିସକୁ ଦିଆଯାଇଛି ମାଜିଷ୍ଟ୍ରେଟ କ୍ଷମତା । ଅଧିକ ପଢନ୍ତୁ...

ସାବଧାନ ! ରଜରେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ

author img

By

Published : Jun 13, 2020, 2:35 PM IST

କଟକ: ସାବଧାନ! ରଜରେ ଘରେ ରୁହ । ନଚେତ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏକଥା ପ୍ରକାଶ କରିଛନ୍ତି କଟକ ଜିଲ୍ଲାପାଳ । ପ୍ରଶାସନିକ ଅଧିକାରୀ ଓ ପୋଲିସକୁ ଦିଆଯାଇଛି ମାଜିଷ୍ଟ୍ରେଟ କ୍ଷମତା । ଯଦି କେହି ବି ବାହାରେ ନଜର ଆସିବେ ତେବେ ସଙ୍ଗେ ସଙ୍ଗେ ହେବ କାର୍ଯ୍ୟାନୁଷ୍ଠାନ ବୋଲି ଜିଲ୍ଲାପାଳ କହିଛନ୍ତି ।

ସାବଧାନ ! ରଜରେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ

ତେବେ ରାତି ପାହିଲେ ପହିଲି ରଜ । କୋରୋନା ପ୍ରତି ସତର୍କ ହୋଇ ରଜକୁ ଘରେ ପାଳନ କରିବା ଦ୍ବାରା ସଂକ୍ରମଣ ମଧ୍ୟ ରୋକାଯାଇପାରିବ । ତେବେ ଏହି ପଦକ୍ଷେପ ନିଶ୍ଚୟ ରୂପେ ସହରରେ ସଂକ୍ରମଣ ଆଶଙ୍କାକୁ ଏଡାଇବାରେ ସାହାଯ୍ୟ କରିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

TAGGED:

cuttack news
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.