ETV Bharat / city

ବଢିଲା ଗୃହରକ୍ଷୀଙ୍କ ଦୈନିକ ମଜୁରୀ, ମିଳିବ ୫୩୩ ଟଙ୍କା

author img

By

Published : Nov 6, 2020, 4:25 PM IST

ରାଜ୍ୟ ଗୃହରକ୍ଷୀ ମାନଙ୍କ ଦୈନିକ ବେତନ ବୃଦ୍ଧି ହେବ । ଏ ନେଇ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

_home minister
ଖୁବଶୀଘ୍ର ଗୃହରକ୍ଷୀ ମାନଙ୍କୁ ମିଳିବ ୫୩୩ ଟଙ୍କା ବେତନ : ରାଜ୍ୟ ଗୃହମନ୍ତ୍ରୀ

କଟକ: ଖୁବଶୀଘ୍ର ରାଜ୍ୟ ଗୃହରକ୍ଷୀଙ୍କୁ ମିଳିବ ଦୈନିକ ୫୩୩ ଟଙ୍କା। ଏନେଇ ବିଚାରବିମର୍ଷ ଚାଲିଛି ଏବଂ ଉଚ୍ଚପଦସ୍ଥ ଅଧିକାରୀ ମାନେ ଖୁବଶୀଘ୍ର ନିଷ୍ପତି ନେବେ ବୋଲି ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀ ମାନେ ଦୈନିକ ବେତନ ବୃଦ୍ଧି ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣୀରେ ଗୃହରକ୍ଷୀ ମାନଙ୍କୁ ଦୈନିକ ୫୩୩ ଟଙ୍କା ବେତନ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.