ETV Bharat / city

ହାଇକୋର୍ଟ ଲାଇଭ ଷ୍ଟ୍ରିମିଂ ପ୍ରସଙ୍ଗ: ଅଦାଲତ ବର୍ଜନରୁ ନିବୃତ୍ତ ବାର ସଙ୍ଘ - ହାଇକୋର୍ଟ ଲାଇଭ ଷ୍ଟ୍ରିମିଙ୍ଗ ପ୍ରସଙ୍ଗ

ଲାଇଭ ଷ୍ଟ୍ରିମିଙ୍ଗକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ ପ୍ରସଙ୍ଗ। ଅଦାଲତ ବର୍ଜନରୁ ଏବେ ନିବୃତ୍ତ ରହିଲା ହାଇକୋର୍ଟ ବାର। ଆଗାମୀ ଦିନରେ ନେବ ପଦକ୍ଷେପ । ଅଧିକ ପଢନ୍ତୁ...

High court live streaming issue
ହାଇକୋର୍ଟ ଲାଇଭ ଷ୍ଟ୍ରିମିଙ୍ଗ ପ୍ରସଙ୍ଗ: ଅଦାଲତ ବର୍ଜନରୁ ନିବୃତ୍ତ ରହିଲା ହାଇକୋର୍ଟ ବାର
author img

By

Published : Aug 9, 2021, 4:38 PM IST

କଟକ: ହାଇକୋର୍ଟ ଲାଇଭ ଷ୍ଟ୍ରିମିଙ୍ଗକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ ପ୍ରସଙ୍ଗ। ଅଦାଲତ ବର୍ଜନରୁ ଏବେ ପାଇଁ ନିବୃତ୍ତ ରହିଲା ସଂଘ। କାର୍ଯ୍ୟରେ ଯୋଗ ଦେଲା ହାଇକୋର୍ଟ ବାର ଆସୋସିଏସନ।

ହାଇକୋର୍ଟ ଲାଇଭ ଷ୍ଟ୍ରିମିଙ୍ଗ ପ୍ରସଙ୍ଗ: ଅଦାଲତ ବର୍ଜନରୁ ନିବୃତ୍ତ ରହିଲା ହାଇକୋର୍ଟ ବାର

ହାଇକୋର୍ଟରେ ଚାଲିଛି ଲାଇଭ ଷ୍ଟିମିଂରେ ଶୁଣାଣି । ଏହାକୁ ବିରୋଧ କରିଛି ହାଇକୋର୍ଟ ବାର ଆସୋସିଏସନ । ଏହାକୁ ନେଇ ଗତ ୬ ତାରିଖରେ ବାରଵେଞ୍ଚ ବୈଠକ ହୋଇ ପାରିନାହିଁ। ଏହି ଆଲୋଚନାକୁ ଅପେକ୍ଷା କଲା ବାର ଆସୋସିଏସନ । ସେ ଆଲୋଚନା ପର୍ଯ୍ୟନ୍ତ ଅଦାଲତ ବର୍ଜନ କାର୍ଯ୍ୟରୁ ନିବୃତ୍ତ ରହିଲା ଆସୋସିଏସନ । ହାଇକୋର୍ଟ ବାର ଆସୋସିଏସନ ସଭାପତି ଜଗବନ୍ଧୁ ସାହୁଙ୍କ ସୂଚନା ଦେଇଛନ୍ତି।

ସୂଚନାଥାଉକି, ହାଇକୋର୍ଟରେ ମାମଲା ଗୁଡିକର ଶୁଣାଣି ବେଳେ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥାର ଆରମ୍ଭ କରିଛନ୍ତି । ଅତି ସମ୍ବେଦନଶୀଳ ମାମଲାକୁ ଛାଡି ଅନ୍ୟ ମାମଲା ଗୁ଼ଡିର ଲାଇଭ ଷ୍ଟ୍ରିମିଂ ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହାକୁ ନେଇ ହାଇକୋର୍ଟ ବାର ଆସୋସିଏସନ ବିରୋଧ କରିଥିଲା । ଏନେଇ ହାଇକୋର୍ଟ ବିଚାର ପତିଙ୍କ ସହିତ ଆଲୋଚନା କରିବା ପାଇଁ ସମୟ ମାଗିଛି ହାଇକୋର୍ଟ ବାର ଆସୋସିଏସନ। ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂକୁ ବିରୋଧ କରିବା ନାହିଁ ଆଗାମୀ ବୈଠକ ପରେ ବାର ନିଷ୍ପତି ନେବ ବୋଲି ଆସୋସିଏସନ ନିଷ୍ପତି ନେବ ବୋଲି କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.