ETV Bharat / city

ସାହିତ୍ୟ ସଂସ୍କୃତି ଓ ପୃଥିବୀରେ ଶାନ୍ତି ଆଣିବ: ରାଜ୍ୟପାଳ

author img

By

Published : Mar 20, 2022, 10:38 PM IST

କଳା ବିକାଶ କେନ୍ଦ୍ରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି ମେଗା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଉପସ୍ଥିତି ସମସ୍ତଙ୍କୁ ଆନନ୍ଦିତ କରିଥିଲା। ଅଧିକ ପଢନ୍ତୁ

କଳାବିକାଶ ବିକାଶ କେନ୍ଦ୍ରରେ ରାଜ୍ୟପାଳ
କଳାବିକାଶ ବିକାଶ କେନ୍ଦ୍ରରେ ରାଜ୍ୟପାଳ

କଟକ : କଳା ବିକାଶ କେନ୍ଦ୍ରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି ମେଗା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଉପସ୍ଥିତି ସମସ୍ତଙ୍କୁ ଆନନ୍ଦିତ କରିଥିଲା । ଅନେକ ବିଷୟ ଉପରେ ଆଲୋଚନା କଲେ ରାଜ୍ୟପାଳ ।

କଳାବିକାଶ ବିକାଶ କେନ୍ଦ୍ରରେ ରାଜ୍ୟପାଳ

ବିଶେଷ କରି ରାଜ୍ୟପାଳଙ୍କ ମତରେ ସାହିତ୍ୟ ସଂସ୍କୃତି ଓ ପୃଥିବୀରେ ଶାନ୍ତି ଆଣିବ । ବିଶ୍ୱରେ ଏହି ଶବ୍ଦର ପ୍ରସାର ହେଲେ ହିଁ ଦେଶରୁ ଅନେକ ସମସ୍ୟା ଦୁରୀଭୂତ ହେବ। ତେବେ ଏହି ସେବା ଦିଗରେ ବର୍ତ୍ତମାନ ସାଇବାବାଙ୍କ ବାଣୀକୁ ପ୍ରଚାର ପ୍ରସାର କରୁଥିବା ଡ଼ ଚନ୍ଦ୍ରଭାନୁ ଶତପଥିଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ । ଜଗନ୍ନାଥ ରଥ ପ୍ରକାଶକ ସୃତି ଓ ସଂସ୍କୃତି ସାହିତ୍ୟ ସମ୍ମାନ ଭଳି ଏହି ସମ୍ମାନଜନକ ପୁରସ୍କାର ରାଜ୍ୟପାଳଙ୍କ ଠୁ ଗ୍ରହଣ କରିଥଲେ ଡ଼ ଚନ୍ଦ୍ରଭାନୁ ଶତପଥି । ଏହାସହ ଚନ୍ଦ୍ରଭାନୁଙ୍କୁ ଲିଖିତ ଗୁରୁ ଭାଗବତ ସ୍ୱର ଧ୍ୱନି ପୁସ୍ତକର ଉନ୍ମୋଚନ ରାଜ୍ୟପାଳ କରିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.