ETV Bharat / city

କ୍ୟାପିଟାଲରୁ କଟକ, ଏସସିବିରେ ଭର୍ତ୍ତି ହେଲେ ଆଶୀର୍ବାଦ

author img

By

Published : Sep 26, 2019, 5:14 PM IST

Updated : Sep 26, 2019, 5:27 PM IST

ଏସସିବିରେ ଭର୍ତ୍ତି ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ।

ଆଶୀର୍ବାଦ ବେହେରା

କଟକ: ଏସସିବିରେ ଭର୍ତ୍ତି ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । କାଜୁଆଲିଟିର ତୃତୀୟ ମହଲାରେ ତାଙ୍କୁ ଭର୍ତ୍ତି କରାଯାଇଛି । ଅସୁସ୍ଥତା କାରଣରୁ ଆଶୀର୍ବାଦ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅର୍ଥତତ୍ତ୍ବ ଠକେଇ ମାମଲାରେ ଚଳିତ ମାସ 18 ତାରିଖରେ ସିବିଆଇ ବେହେରାଙ୍କୁ ନିଜ ବାସଭବନରୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହାର ପରଦିନ ସେ ଅସୁସ୍ଥ ହୋଇପଡିଥିଲେ । ପ୍ରଥମେ ତାଙ୍କୁ ଜେଲ ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ତାଙ୍କ ନିତମ୍ବରେ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡିଛି । ସେଥିପାଇଁ ସେ ଚାଲି ପାରୁନାହାଁନ୍ତି । ଆଶୀର୍ବାଦଙ୍କର ଉଚ୍ଚ ରକ୍ତଚାପ ମଧ୍ୟ ରହିଛି । ତେବେ ରାତି ପାହିଲେ ଓସିଏ ନିର୍ବାଚନ । କଟକ ଏସସିବି ମେଡିକାଲକୁ ଆଶୀର୍ବାଦ ସ୍ଥାନାନ୍ତରିତ ହେବାପରେ ଶୁକ୍ରବାର ମତଦାନ ପ୍ରକ୍ରିୟାରେ ସେ ଭାଗ ନେବେ ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଏସିବି ରେ ଭର୍ତ୍ତି ହେଲେ ଓସିଏ ର ପୂର୍ବତନ ସମ୍ପାଦକ ଆଶ୍ରିବାଦ ବେହେରା । କାଜୁଲାଟି ର ତୃତୀୟ ମହଲା ରେ ହେଲେ ଭର୍ତ୍ତି । ଶାରୀରିକ ଅସୁସ୍ତତା ହେତୁ କ୍ୟାପିଟାଲ ହସ୍ପିଟାଲ ରେ ହୋଇଥିଲେ ଭର୍ତ୍ତି । କିନ୍ତୁ ତାଙ୍କୁ ଏବେ କଟକ ଏସିବି ମେଡିକାଲ ରେ ସ୍ଥାନାନ୍ତରିତ କରାଯାଇଛି । Body:No needConclusion:
Last Updated : Sep 26, 2019, 5:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.