ETV Bharat / city

‘ବାର ଓ ବେଞ୍ଚ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ’ - supreme court order

ଆଇନଜୀବୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଡା ଭାଷାରେ ସମାଲୋଚନା କରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ବାରର ପୂର୍ବତନ ସଭାପତି । ଅଧିକ ପଢନ୍ତୁ...

‘ବାର ଓ ବେଞ୍ଚ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି’
author img

By

Published : Oct 25, 2019, 11:34 PM IST

କଟକ: ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ବାରର ପୂର୍ବତନ ସଭାପତି । ନ୍ୟାୟିକ ବ୍ୟବସ୍ଥାରେ ବାର ଓ ବେଞ୍ଚ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି । ଏହାକୁ ବିବାଦ କୁହାଯିବ ନାହିଁ । ଭୁଲ୍‌ ବୁଝାମଣା ଯୋଗୁଁ ଏଭଳି ବିବାଦ ଉପୁଜିଛି ।

‘ବାର ଓ ବେଞ୍ଚ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି’

ଆଗକୁ ଖଣ୍ଡପୀଠଙ୍କ ପାଖରେ ସଠିକ ତଥ୍ୟ ଉପସ୍ଥାପନ କରାଯିବ । କୋର୍ଟରେ ଆଇନଜୀବୀ ମାନେ କୌଣସି ମାମଲାରେ ହସ୍ତକ୍ଷେପ କରିନାହାନ୍ତି ଏବଂ କୋର୍ଟ କାର୍ଯ୍ୟରେ ପ୍ରଭାବିତ କରିନାହାନ୍ତି । ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା କମ୍‌କୁ ନେଇ କାର୍ଯ୍ୟବନ୍ଦ କରାଯାଇଛି ।

କୋର୍ଟ ମଧ୍ୟରେ କୋର୍ଟ କାର୍ଯ୍ୟ ସ୍ବାଭାବିକ ଚାଲୁଛି । ତେବେ ଯେଉଁ ବିବାଦ ପରିସ୍ଥିତି ଉପୁଜିଛି, ଖୁବଶୀଘ୍ର ତାହା ସମାଧାନ ହେବ ବୋଲି ସେ ଆଶାପ୍ରକଟ ।

ସୂଚନାଯୋଗ୍ୟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଡା ଭାଷାରେ ସମାଲୋଚନା କରିବା ସହ ହାଇକୋର୍ଟ ବାର ସଭାପତି ଓ ଷ୍ଟେଟ୍‌ ବାର କାଉନସିଲ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଇନଜୀବୀଙ୍କ ଆନ୍ଦୋଳନ କୁ ନେଇ ଗତକାଲି ସୁପ୍ରିମକୋର୍ଟ କୋର୍ଟ ଙ୍କ କଡା ଆଭିମୁଖ୍ୟ ପ୍ରସଙ୍ଗ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ବାର ର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଡ଼ଃ ଅଶୋକ ମହାପାତ୍ର।ନ୍ୟାୟିକ ବ୍ୟବସ୍ଥାରେ ବାର ଓ ବେଞ୍ଚ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି।ଏହାକୁ ବିବାଦ କୁହାଯିବ ନାହିଁ।ଭୁଲ ବୁଝାମଣା ଯୋଗୁଁ ଏଭଳି ବିବାଦ ଉପୁଜିଛି।ଖଣ୍ଡପୀଠ ଙ୍କ ପାଖରେ ସଠିକ ତଥ୍ୟ ଉପସ୍ଥାପନ କରାଯିବ।କୋର୍ଟ ରେ ଆଇନଜୀବୀ ମାନେ କୌଣସି ମାମଲାରେ ହସ୍ତକ୍ଷେପ କରିନାହାନ୍ତି।କୋର୍ଟ କାର୍ଯ୍ୟ ରେ ପ୍ରଭାବିତ କରିନାହାନ୍ତି । ବରଂ କୋର୍ଟ ରେ ବିଚାରପତି ଙ୍କ ସଂଖ୍ୟା କମ କୁ ନେଇ କାର୍ଯ୍ୟବନ୍ଦ କରିଛନ୍ତି।କୋର୍ଟ ମଧ୍ୟରେ କୋର୍ଟ କାର୍ଯ୍ୟ ସ୍ବଭାବିକ ଚାଲୁଛି।ତେବେ ଯେଉଁ ବିବାଦ ପରିସ୍ଥିତି ଉପୁଜିଛି, ଖୁବଶୀଘ୍ର ତାହା ସମାଧାନ ହେବ ବୋଲି ଆଶାପ୍ରକଟ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର ପୂର୍ବତନ ସଭାପତି ଡ଼ଃ ଅଶୋକ ମହାପାତ୍ର।
ସୂଚନାଯୋଗ୍ୟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଡା ଭାଷାରେ ସମାଲୋଚନ କରିବା ସହ ହାଇକୋର୍ଟ ବାର ସଭାପତି ଓ ଷ୍ଟେଟ ବାର କାଉନସିଲ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦେଶ ଦେଇଛନ୍ତି।

ବାଇଟ - ଡ଼ଃ ଅଶୋକ ମହାପାତ୍ର,ପୂର୍ବତନ ହାଇକୋର୍ଟ ବାର ସଭାପତି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.