ETV Bharat / city

ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

author img

By

Published : Aug 15, 2020, 8:37 AM IST

ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । କୋଭିଡ ଯୋଦ୍ଧା,ପ୍ଲାଜମାଦାତାଙ୍କୁ କରାଯିବ ସମ୍ବର୍ଦ୍ଧିତ । ଅଧିକ ପଢନ୍ତୁ...

flag hosting will be done at 9.15 in cuttack
ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

କଟକ: ଆଜି ଦେଶ ପାଳୁଛି 74 ତମ ସ୍ବାଧୀନତା ଦିବସ। ଶନିବାର ସକାଳ ୯ ଟା ୧୫ ମିନିଟରେ କଟକ ବାରବାଟୀ ଷ୍ଟାଡିୟମରେ ହେବ ପତାକା ଉତ୍ତୋଳନ। ଜଙ୍ଗଲ,ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାରବାଟୀରେ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ କୋରୋନା ଯାଗୁଁ ସାଧାରଣ ଦର୍ଶକଙ୍କ ପାଇଁ ବାରବାଟୀରେ କଟକଣା କରାଯାଇଛି। ତେବେ ଏହି ସ୍ବାଧିନତା ଦିବସ ଅବସରରେ କୋଭିଡ ଯୋଦ୍ଧା,ପ୍ଲାଜମାଦାତାଙ୍କୁ ସମ୍ବର୍ଦ୍ଧନା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭରାତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.