ETV Bharat / city

କଟକରେ ରଜ ବଜାର ପାଇଁ ବଢ଼ିଲା ଫାଇନ - ରଜ ବଜାର ପାଇଁ ବଢ଼ିଲା ଫାଇନ

ଶୁକ୍ରବାର ବିନା ମାସ୍କରେ 234 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ୱ ନିୟମ ଉଲଙ୍ଘନ କରି 288 ଜଣ ତଣ୍ଡ ଗଣିଛନ୍ତି । ତେବେ ଲାଗୁଛି ରଜ ବଜାର ପାଇଁ ସବୁ କିଛି ପାସୋରି ଗଲେ ଅମାନିଆ ।

fine collection by police cuttack commissionerate police
କଟକରେ ରଜ ବଜାର ପାଇଁ ବଢ଼ିଲା ଫାଇନ
author img

By

Published : Jun 13, 2020, 5:58 AM IST

କଟକ: ସଟଡାଉନ ପରେ ମଧ୍ୟ ସମାନ ସ୍ଥିତି । ଆଗରୁ ଯାହା ଥିଲା ଏବେବି ସେଇଆ । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଏତେ ଥର କହିଲା ପରେ ମଧ୍ୟ କଟକରେ ଚାଲିଛି ଅମାନିଆଙ୍କ ରାଜ । ଯାହା ପାଇଁ ଫାଇନ ମଧ୍ୟ ଗଣୁଛନ୍ତି ଏମାନେ ।

ଶୁକ୍ରବାର ବିନା ମାସ୍କରେ 234 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ୱ ନିୟମ ଉଲଙ୍ଘନ କରି 288 ଜଣ ତଣ୍ଡ ଗଣିଛନ୍ତି । ତେବେ ଲାଗୁଛି ରଜ ବଜାର ପାଇଁ ସବୁ କିଛି ପାସୋରି ଗଲେ ଅମାନିଆ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.