ETV Bharat / city

ସଟଡାଉନକୁ ପାସୋରି ଗଲେ ଅମାନିଆ !

author img

By

Published : Jun 14, 2020, 10:40 PM IST

ଆଜି(ରବିବାର) ବିନା ମାସ୍କରେ 218 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ୱ ନିୟମ ଉଲଙ୍ଘନ କରି 128 ଜଣ ତଣ୍ଡ ଗଣିଛନ୍ତି ।

fine-collection-by-cuttack-police-commissionerate
ସଟଡାଉନକୁ ପାସୋରି ଗଲେ ଅମାନିଆ !

କଟକ: ସଟଡାଉନରେ ମଧ୍ୟ ସମାନ ସ୍ଥିତି । ଆଗରୁ ଯାହା ଥିଲା ଏବେବି ସେଇଆ । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଏତେ ଥର କହିଲା ପରେ ମଧ୍ୟ କଟକରେ ଚାଲିଛି ଅମାନିଆଙ୍କ ରାଜ । ଯାହା ପାଇଁ ଫାଇନ ମଧ୍ୟ ଗଣୁଛନ୍ତି ଏମାନେ ।

ତେବେ ଆଜି(ରବିବାର) ବିନା ମାସ୍କରେ 218 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ୱ ନିୟମ ଉଲଙ୍ଘନ କରି 128 ଜଣ ତଣ୍ଡ ଗଣିଛନ୍ତି । ଲାଗୁଛି ସଟଡାଉନକୁ ପାସୋରି ଗଲେ ଅମାନିଆ । ନାଁ ଗୋଟିଏ ଦିନ ଘରେ ରହିଲା ପରେ ଆଉ ବୁଝିଲାନି ମନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.