ETV Bharat / city

କଟକରେ ଅମାନିଆଙ୍କ ମନମାନି - cuttack commissionerate police

ଶୁକ୍ରବାର ମୋଟ 277 ଜଣ ମାସ୍କ ନପିନ୍ଧି ଗଣିଛନ୍ତି ତଣ୍ଡ । ସେହିପରି ସାମଜିକ ଦୂରତ୍ୱ କଟକଣାକୁ ଉଲଙ୍ଘନ କରି 230 ଜଣ ଗଣିଛନ୍ତି ମୋଟା ଅଙ୍କର ଫାଇନ ।

fine-collection-by-cuttack-commissionerate-police
କଟକରେ ଅମାନିଆଙ୍କ ମନମାନି
author img

By

Published : Jun 6, 2020, 6:06 AM IST

କଟକ: ରାସ୍ତା ଉପରେ ଅମାନିଆଙ୍କ ରାଜ । ଫାଇନ ଗଣି ଗଣି ପୋଲିସ ବେଦମ । ହେଲେ ଅମାନିଆ ବାବୁମାନେ ଜିଦିରେ ଅଟଳ । ଫାଇନ ଦେବୁ ପଛେ ରାସ୍ତାରେ କାଟିବୁ ଚକର । ତେବେ ଆଜି କଟକର ବିଭିନ୍ନ ଚେକିଂ ଓ ବ୍ଳକିଙ୍ଗ ସ୍ଥାନରେ ଶତାଧିକ ଗାଡି ଚାଳକ ଗଣିଛନ୍ତି ତଣ୍ଡ ।

ଗୋଟେ ପଟେ ସାମଜିକ ଦୂରତ୍ୱକୁ ଆଖିଠାର ତ ଅନ୍ୟପଟେ ମାସ୍କ ନପିନ୍ଧି ବଜାରକୁ ଆସିବା । ତେବେ ଶୁକ୍ରବାର ମୋଟ 277 ଜଣ ମାସ୍କ ନପିନ୍ଧି ଗଣିଛନ୍ତି ତଣ୍ଡ । ସେହିପରି ସାମଜିକ ଦୂରତ୍ୱ କଟକଣାକୁ ଉଲଙ୍ଘନ କରି 230 ଜଣ ଗଣିଛନ୍ତି ମୋଟା ଅଙ୍କର ଫାଇନ । ତେବେ ଲକଡାଉନର ସମାନ୍ୟ କୋହଳ ପରେ ବି ସମାନ ଦୃଶ୍ୟ ନଜର ଆସୁଛି । ଯାହାର ଫାଇଦା ନେଉଛନ୍ତି ଅଭ୍ୟାସ ଗତ ଅମାନିଆ । ତେବେ ରାତି ପାହିଲେ ସଟଡାଉନ ହେଲେ ଅମାନିଆଙ୍କ ମନରେ ନାହିଁ ଭୟ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.