ETV Bharat / city

ଏଥର ପସନ୍ଦର କଲେଜ ମିଳିବା କଷ୍ଟକର ! ଭାଙ୍ଗିବ କଟ ଅଫମାର୍କ ରେକର୍ଡ

author img

By

Published : Jul 9, 2022, 1:48 PM IST

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଏଥର ହୋଇପାରେ ସମସ୍ୟା । ଏକଥା ଆମେ କହୁନାହୁଁ ବରଂ ଖୋଦ କଲେଜ କର୍ତ୍ତୃପକ୍ଷ ଏପରି ବୟାନ ଦେଇଛନ୍ତି । ଅଧିକ ପଢନ୍ତୁ

ଭାଙ୍ଗିବ କଟ ଅଫମାର୍କ ରେକର୍ଡ
ଭାଙ୍ଗିବ କଟ ଅଫମାର୍କ ରେକର୍ଡ

କଟକ: ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଏଥର ହୋଇପାରେ ସମସ୍ୟା । ଏକଥା ଆମେ କହୁନାହୁଁ ବରଂ ଖୋଦ କଲେଜ କର୍ତ୍ତୃପକ୍ଷ ଏପରି ବୟାନ ଦେଇଛନ୍ତି । ସ୍ଥିତି ଏମିତି କି ମେଧାବୀ ଛାତ୍ରଛାତ୍ରୀ ମାନେ ସେମାନଙ୍କ ମନ ପସନ୍ଦର କଲେଜ ବି ପାଇପାରିବେ ନାହିଁ । ଫଳରେ ଅନେକ ମେଧାବୀ ଛାତ୍ରଛାତ୍ରୀ ମାନେ ନିଜ ମନ ପସନ୍ଦର ପାଠ୍ୟକ୍ରମ ପଢିବାକୁ ସୁଯୋଗ ବି ପାଇ ନପାରନ୍ତି ।

ପସନ୍ଦର କଲେଜ ମିଳିବା କଷ୍ଟକର ହୋଇପାରେ ! ଭାଙ୍ଗିବ କଟ ଅଫମାର୍କ ରେକର୍ଡ

ଆଗକୁ ମଧ୍ୟ ସିବିଏସଇ ଓ ଆଇସିଏସଇ ରେଜଲ୍ଟ ବାହାରିବ । ଏସମସ୍ତ ପ୍ରସଙ୍ଗକୁ ଆକଳନ କଲେ ଅନୁମାନ ହେଉଛି କି ବି-୧ ଗ୍ରେଡ ରୁ ତଳେ ଥିବା ଛାତ୍ରଛାତ୍ରୀ ମାନେ ବିଜ୍ଞାନ ପାଠ୍ୟକ୍ରମରେ ପଢିବାକୁ ବଞ୍ଚିତ ହୋଇପାରନ୍ତି । ସେହିପରି କଟ ଅଫମାର୍କ ମଧ୍ୟ ଏଥର ରେକର୍ଡ ସୃଷ୍ଟି କରିପାରେ ବୋଲି କଲେଜ କର୍ତ୍ତୃପକ୍ଷ ଆକଳନ କରିସାରିଲେଣି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.