ETV Bharat / city

କୋରୋନା ଟେନସନ, ଶିଶୁ ଭବନରେ ଖୋଲିଲା ଫିଭର କ୍ଲିନିକ

ରାଜ୍ୟରେ 2 ଶିଶୁଙ୍କ ଠାରେ କୋରୋନା ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ । କଟକ ଶିଶୁ ଭବନରେ ଖୋଲିଲା ଫିଭର କ୍ଲିନିକ । ଅଧିକ ପଢନ୍ତୁ...

author img

By

Published : Apr 11, 2020, 10:41 AM IST

କୋରୋନା ଟେନସନ , ଶିଶୁ ଭବନରେ ଖୋଲିଲା ଫିଭର କ୍ଲିନିକ

କଟକ: କୋରୋନାର ଭୟବହତାକୁ ଆଖିରେ ରଖି କଟକ ଶିଶୁ ଭବନରେ ଖୋଲିଲା ଫିଭର କ୍ଲିନିକ । ରାଜ୍ୟରେ 2 ଶିଶୁଙ୍କ ଠାରେ କୋରୋନା ପଜିଟିଭ ମିଳିବା ପରେ ଏପରି ନିଷ୍ପତ୍ତି ନେଇଛି ମେଡିକାଲ କର୍ତ୍ତୃପକ୍ଷ ।

ଜ୍ବର, ଥଣ୍ଡା କି ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଥିବା ଶିଶୁମାନଙ୍କୁ ଅଲଗା ରଖି ଏଠାରେ ଚିକିତ୍ସା କରାଯିବ । ଯାହାଦ୍ବାରା ଅନ୍ୟ ଶିଶୁ ଓ ତାଙ୍କ ପରିବାର ଯେପରି ଭୟ ନ କରିବେ । ବର୍ତ୍ତମାନ ସୁଦ୍ଧା ଏକାଧିକ ଶିଶୁ ଫିଭର କ୍ଲିନକରେ ଆଡମିଶନ କରିଥିବା ସୂଚନା ରହିଛି ।

ସେପଟେ, ଯଦି ଶିଶୁ ଫିଭର କ୍ଲିନିକରେ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ଆଗାମୀ କାର୍ଯ୍ୟପନ୍ଥା କଣ ରହିବ ସେନେଇ ସ୍ପଷ୍ଟ ରୂପେ ଜଣାଇ ଦିଆଯିବ ବୋଲି ଶିଶୁ ଭବନ ଅଧିକ୍ଷକ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.