ETV Bharat / city

ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଚିନ୍ତାରେ ବ୍ୟବସାୟୀ - Expansion of scb medical

ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ କଟକର ଯୋବ୍ରା ଠାରେ ଥିବା ମାଛ ମାର୍କେଟକୁ ଉଚ୍ଛେଦ କରାଯାଇଛି । ଅନ୍ୟପଟେ ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମାଛ ବ୍ୟବସାୟୀ । ଅଧିକ ପଢନ୍ତୁ...

ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

author img

By

Published : Feb 4, 2020, 1:10 PM IST

କଟକ: ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ଆଜି(ମଙ୍ଗଳବାର) ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ଠାରେ ଥିବା ମାଛ ମାର୍କେଟକୁ ଉଚ୍ଛେଦ କରାଯାଇଛି। ଅନ୍ୟପଟେ ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମାଛ ବ୍ୟବସାୟୀ।

ସବୁଠାରୁ ବଡ଼ କଥା ହେଉଛି ମାଛ ବ୍ୟବସାୟରେ ନିଜ ପରିବାର ପୋଷଣ କରୁଥିବା ଜଣେ ମେଧାବୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା ଏହାଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି। କାରଣ ତାଙ୍କ ବାପା ସ୍ପାଇନାଲ କର୍ଡ଼ ରୋଗରେ ପ୍ରଭାବିତ ହେବା ପରେ ସେ ପରିବାର ଦାୟିତ୍ବ ନେଇଛନ୍ତି। ଶ୍ରଦ୍ଧାଞ୍ଜଳି କଟକର ଶୈଳବାଳା କଲେଜରେ ବିଜ୍ଞାନ ବିଭାଗର ତୃତୀୟ ବର୍ଷର ଛାତ୍ରୀ । ସେ ପାଠପଢିବା ସହ ମାଛ ବ୍ୟବସାୟ କରି ନିଜର ପରିବାର ଚଳାଇଥାଆନ୍ତି। ହେଲେ ହଠାତ ଉଚ୍ଛେଦ କରାଯିବା ପରେ ତାଙ୍କ ମୁଣ୍ଡ ଉପରେ ଚଡକ ପଡିଯାଇଛି।

ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ତେବେ ଏସମ୍ପର୍କରେ ତାଙ୍କ ସହ କଥା ହୋଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମେଡିକାଲ ସମ୍ପ୍ରସାରଣ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା।ଆଜି ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ଠାରେ ଥିବା ମାଛ ମାର୍କେଟ କୁ ଉଚ୍ଛେଦ କରାଯାଇଛି।ଅନ୍ୟପଟେ ଏଭଳି ଉଚ୍ଛେଦ ପ୍ରକ୍ରିୟା କୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମାଛ ବ୍ୟବସାୟୀ।ସବୁଠାରୁ ବଡ଼ କଥା ହେଉଛି ମାଛ ବ୍ୟବସାୟ ରେ ନିଜ ପରିବାର ପୋଷଣ କରୁଥିବା ଜଣେ ମେଧାବୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି।କାରଣ ତାଙ୍କ ବାପା ସ୍ପାଇନାଲ କର୍ଡ଼ ରେ ପ୍ରଭାବିତ ହେବା ପରେ ସେ ପରିବାର ଦାୟିତ୍ୱ ନେଇଛନ୍ତି।ଶ୍ରଦ୍ଧାଞ୍ଜଳି ଶୈଳବାଳାରେ ବିଜ୍ଞାନ ବିଭାଗର ତୃତୀୟ ବର୍ଷ ରେ ପାଠପଢିବା ସହ ମାଛ ବ୍ୟବସାୟ କରି ନିଜର ପରିବାର ଚଳାଇଥାଆନ୍ତି।ମାତ୍ର ହଠାତ ଉଛେଦ କରାଯିବା ପରେ ତାଙ୍କ ମୁଣ୍ଡ ଉପରେ ଚଡକ ପଡିଯାଇଛି।ତେବେ ଏନେଇ ତାଙ୍କ ସହ କଥା ହୋଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ।

Body:no need

Conclusion:no need

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.