ETV Bharat / city

ନିୟମ ଅନୁସାରେ ପାଳନ ହେବ ଇଦ - ସାମୁହିକ ନମାଜ ପାଠ

ବର୍ତ୍ତମାନ ସ୍ଥିତିରେ କୋରୋନାକୁ ଆଖି ଆଗରେ ସାମୁହିକ ନମାଜ ପାଠ ପଢିବା ନେଇ ଏକ ପ୍ରାକର ବାରଣ କରାଯାଇଛି ।

eid-is-celebrated-as-per-rule
ନିୟମ ଅନୁସାରେ ପାଳନ ହେବ ଇଦ ପର୍ବ
author img

By

Published : May 24, 2020, 2:35 PM IST

କଟକ: ଦେଶ ବ୍ୟାପି ଜାରି ରହିଛି କୋରୋନାର କାୟା । ସେଥିପାଇଁ ସବୁ ଦିଗରେ ଭାରତ ହୋଇଛି ପ୍ରଭାବିତ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପର୍ବ ମଧ୍ୟରେ ଗଣିତ ହେଉଥିବା ମୁସଲିମ ସମ୍ପ୍ରଦାୟର ଇଦ ପର୍ବ । ତାହା ମଧ୍ୟ ପ୍ରଭବିତ ହୋଇଛି ।

ନିୟମ ଅନୁସାରେ ପାଳନ ହେବ ଇଦ ପର୍ବ

ମାତ୍ର ଏହି ପ୍ରଭାବକୁ ଗ୍ରହଣ କରିବାକୁ ହେବ ବୋଲି ସ୍ପଷ୍ଟ କରିଛନ୍ତି ଅନେକ ବ୍ୟକ୍ତି । କାରଣ ବର୍ତ୍ତମାନ ସ୍ଥିତିରେ କୋରୋନାକୁ ଆଖି ଆଗରେ ସାମୁହିକ ନମାଜ ପାଠ ପଢିବା ନେଇ ଏକ ପ୍ରାକର ବାରଣ କରାଯାଇଛି । କାରଣ ସାମଜିକ ଦୂରତ୍ବ ହିଁ କୋରୋନାର ପ୍ରକୃତ ପ୍ରତିଷେଧକ । ଏହା ଛଡା ଲୋକମାନେ ସୁରକ୍ଷିତ ରହିବେ । ଆଉ ଘରେ ରହି ନମାଜ ପାଠ କରି ନିଜର ଆତ୍ମାକୁ ସନ୍ତୋଷ କରି ପାରିବେ ।

କଟକରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.