ETV Bharat / city

ପ୍ରକଳ୍ପ ଆଳରେ ବସ୍ତି ଉଚ୍ଛେଦ ବନ୍ଦ ନେଇ ଦାବି

author img

By

Published : Jan 3, 2020, 11:22 PM IST

ପ୍ରକଳ୍ପ ଆଳରେ ବସ୍ତି ଉଚ୍ଛେଦ ବନ୍ଦ ନେଇ ଦାବି। ବିନା ଥଇଥାନରେ ବସ୍ତି ଉଚ୍ଛେଦ କରାନଯାଉ ବୋଲି ଦାବି କରିଛନ୍ତି ବସ୍ତିବାସିନ୍ଦା। ଆଗକୁ ପଢନ୍ତୁ...

cuttack slum eviction for scb hospital project
ପ୍ରକଳ୍ପ ଆଳରେ ବସ୍ତି ଉଚ୍ଛେଦ ବନ୍ଦ ନେଇ ଦାବି

କଟକ: ଏସସିବିରେ ହେବ ଏକ ହଜାର କୋଟି ଟଙ୍କାର ପକଳ୍ପ। ଏଥିପାଇଁ ଏସସିବିର ଆଖପାଖରେ ଥିବା ବସ୍ତି ଗୁଡିକ ଉଚ୍ଛେଦ କରାଯିବ। ଖୁବ କମ ଦିନ ମଧ୍ୟରେ ବସ୍ତି ଉଚ୍ଛେଦ ପାଇଁ ସରକାର ନୋଟିସ ଦେଇଛନ୍ତି।

ପ୍ରକଳ୍ପ ଆଳରେ ବସ୍ତି ଉଚ୍ଛେଦ ବନ୍ଦ ନେଇ ଦାବି

ଏଭଳି ନୋଟିସକୁ ବିରୋଧ କରିଛି ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ। ପ୍ରଥମେ ଥଇଥାନ ଓ ପରେ ଉଛେଦ କରିବାକୁ ଦାବି କରିଛି ବସ୍ତିବାସିନ୍ଦାଙ୍କ ମିଳିତମଞ୍ଚ । ଦୀର୍ଘ ବର୍ଷ ଧରି ଏହି ବସ୍ତିବାସିନ୍ଦା ବସ୍ତିରେ ରହି ଆସୁଛନ୍ତି। ସେମାନଙ୍କୁ ପ୍ରଥମେ ଥଇଥାନ କରି ତାପରେ ଉଚ୍ଛେଦ କରିବାକୁ ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଏସସିବିରେ ହେବ ଏକ ହଜାର କୋଟି ଟଙ୍କାର ପକଳ୍ପ।ଏଥିପାଇଁ ଏସସିବି ର ଆଖ ପାଖରେ ଥିବା ବସ୍ତି ଗୁଡିକ ଉଛେଦ କରାଯିବ।ଖୁବ କମ ଦିନ ମଧ୍ୟରେ ବସ୍ତି ଗୁଡିକ ଉଛେଦ ପାଇଁ ସରକାର ନୋଟିସ ଦେଇଛନ୍ତି।ତେବେ ଏଭଳି ନୋଟିସ କୁ ବିରୋଧ କରିଛି ବସ୍ତିବାସିନ୍ଦାଙ୍କ ମିଳିତମଞ୍ଚ।ପ୍ରଥମେ ଥଇଥାନ ଓ ପରେ ଉଛେଦ କରିବାକୁ ଦାବି କରିଛି ବସ୍ତିବାସିନ୍ଦାଙ୍କ ମିଳିତମଞ୍ଚ।ଦୀର୍ଘ ବର୍ଷ ଧରି ଏହି ବସ୍ତିବାସିନ୍ଦା ମାନେ ବସ୍ତିରେ ରହି ଆସୁଛନ୍ତି।ତେବେ ସେମାନଙ୍କୁ ପ୍ରଥମେ ଥଇଥାନ କରି ତାପରେ ଉଛେଦ କରିବାକୁ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ବାଇଟ - ଖଗେଶ୍ୱର ସେଠି,ଆବାହକ,ବସ୍ତିବାସିନ୍ଦାଙ୍କ ମିଳିତମଞ୍ଚ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.