ETV Bharat / city

ଅଙ୍ଗଦାନ କରିବେ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ

author img

By

Published : Nov 14, 2021, 3:06 PM IST

କଟକରେ ଓଡିଶା ମୋ ପରିବାର ଓ ଇନର ହୁଇଲ କ୍ଲବ ପକ୍ଷରୁ ଅଙ୍ଗଦାନ ଓ ରକ୍ତଦାନ ଶିବିର ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ଅଙ୍ଗଦାନ କରିବେ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ
ଅଙ୍ଗଦାନ କରିବେ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ

କଟକ: ଓଡିଶା ମୋ ପରିବାର ଓ ଇନର ହୁଇଲ କ୍ଲବ କଟକ ଦ୍ୱାରା ଏକ ଅଙ୍ଗଦାନ ଓ ରକ୍ତଦାନ ଶିବିର ଆରମ୍ଭ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ଓଡିଶା ମୋ ପାରିବାର ଅଧକ୍ଷ ଅରୁପ ପଟ୍ଟନାୟକ । ତେବେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଅଙ୍ଗଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ, ବାରବାଟୀ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ,ଇନର ହୁଇଲ କ୍ଲବ କଟକ ର ସଭାପତି ନମିତା କାନୁନଗୋ ଓ ଓଡିଶା ମୋ ପରିବାର ସଂଯୋଜକ ରଞ୍ଜନ ବିଶ୍ୱାଳ ପ୍ରମୁଖ ନିଜର ଅଙ୍ଗଦାନ କରିବା ପାଇଁ ନାମ ପଞ୍ଜିକରଣ କରିଥିଲେ।

ତେବେ ଏହି ଶିବିରରେ ଯୋଗ ଦେଇ ଅଙ୍ଗଦାନ କରିବେ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ସେହିପରି ଅଙ୍ଗଦାନ କରି ଆମେ ଅନେକ ଲୋକଙ୍କ ଜୀବନ ବଞ୍ଚାଇବା ସହ ଆଗକୁ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଓଡିଶା ମୋ ପରିବାର ଅଧକ୍ଷ ଅରୁପ ପଟ୍ଟନାୟକ । ସେହିପରି ମହାନଗର ଛାତ୍ର ଜନତା ଦଳ ଓ ବିଜେଡି ଲିଗାଲ ଫ୍ରଣ୍ଟର କର୍ମକର୍ତ୍ତା ଙ୍କ ସହଯୋଗରେ ଅନେକ ଲୋକ ରକ୍ତ ଦାନ କରିବା ସହ ନିଜର ଅଙ୍ଗଦାନ କରିବାକୁ ସ୍ୱୀକୃତି ଦେଇଛନ୍ତି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.