ETV Bharat / city

କଟକ ଜିଲ୍ଲାପାଳଙ୍କ ତାଗିଦ, ବେଆଇନ ବାଣ ବିକିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

author img

By

Published : Nov 3, 2021, 3:29 PM IST

ସିଲଭରସିଟିରେ ଫୁଟିବ ସବୁଜ ବାଣ । ସ୍ବୀକୃତି ପ୍ରଦାନ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ତେବେ ଏହି ଆଧାରରେ କଟକରେ ମଧ୍ୟ ସବୁଜ ବାଣ ଛଡା କିଛି ବିକ୍ରି ହେବନି। ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ତାଗିଦ ; ବେଆଇନ ବାଣ ବିକିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

କଟକ: ସିଲଭରସିଟିରେ ଫୁଟିବ ସବୁଜ ବାଣ । ସ୍ବୀକୃତି ପ୍ରଦାନ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ତେବେ ଏହି ଆଧାରରେ କଟକରେ ମଧ୍ୟ ସବୁଜ ବାଣ ଛଡା କିଛି ବିକ୍ରି ହେବନି। କାରଣ ଏହା ଆଇନ ଗତ ଅପରାଧ । ଗୋଟିଏ ପଟେ କମିଶନରେଟ ପୋଲିସ ଓ ଗ୍ରାମଞ୍ଚଳ ପୋଲିସ ଏହି ଦିଗକୁ ଧ୍ୟାନ ଦେଉଥିଲା ବେଳେ ଏବେ ଏହା ଉପରେ ନଜର ରଖିବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାରେ ସବୁଜ ବାଣ ଛଡା ଅନ୍ୟ କୌଣସି ବି ବାଣ ବିକ୍ରି ନ ହେବା ପାଇଁ ତାଗିଦ କରିଛନ୍ତି ଖୋଦ ଜିଲ୍ଲାପାଳ । ଯିଏ ଏ ଆଇନ ଇଲଘଂନ କରିବେ । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.