ETV Bharat / city

କୋରୋନା ତୃତୀୟ ଲହରୀ ପାଇଁ ପ୍ରସ୍ତୁତ କଟକ

author img

By

Published : Jun 15, 2021, 10:53 PM IST

କୋରୋନାର ଦ୍ବିତୀୟ ପରେ ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ । କଟକର ସମସ୍ତ କୋଭିଡ ହସ୍ପିଟାଲରେ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ବେଡ଼ ବ୍ୟବସ୍ଥା କରାଯିବ। ଅଧିକ ପଢ଼ନ୍ତୁ...

pregnant woman carried in cot, no road in rajatnagar village of mayurbhanj, rajatnagar village of mayurbhanj, ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ଗର୍ଭବତୀ, ରଜତନଗର ଗ୍ରାମ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ
କୋରୋନା ତୃତୀୟ ଲହରୀ ପାଇଁ ପ୍ରସ୍ତୁତ କଟକ

କଟକ: କୋରୋନାର ଦ୍ବିତୀୟ ଲହରୀର ବିପଦ ଟଳି ନଥିବା ବେଳେ ତୃତୀୟ ଲହରୀ ପାଇଁ ଚର୍ଚ୍ଚା ଜୋର ଧରିଛି। ସେପ୍ଟେମ୍ବରରେ ଏହି ଲହରୀ ଆସିବା କଥା କୁହା ଯାଉଥିବା ବେଳେ ଏହା ଶିଶୁ ମାନଙ୍କୁ ଅଧିକ ଆକ୍ରାନ୍ତ କରିବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ତେବେ ଏହାର ମୁକାବିଲା ପାଇଁ ଏବେଠାରୁ ପ୍ରସ୍ତୁତ ହୋଇଗଲେଣି କଟକ ଜିଲ୍ଲା ପ୍ରଶାସନ।

କୋରୋନା ତୃତୀୟ ଲହରୀ ପାଇଁ ପ୍ରସ୍ତୁତ କଟକ

ଜିଲ୍ଲାର ସମସ୍ତ କୋଭିଡ ହସ୍ପିଟାଲରେ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ବେଡ଼ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ବେଡ ରଖିବାକୁ ସମସ୍ତ କୋଭିଡ ହସ୍ପିଟାଲକୁ କୁହାଯାଇଛି। ସେହିପରି କଟକ ଶିଶୁ ଭବନରେ ୧୦୦ ବେଡ଼ ବିଶିଷ୍ଟ କୋଭିଡ ୱାର୍ଡ ପ୍ରସ୍ତୁତ ରଖିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନୂତନ ବିଲ୍ଡିଂ ରେ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କରାଯିବ। ତେବେ ଏଥିପାଇଁ ଆଲୋଚନା କରାଯାଇଥିବା ଏଡିଏମଓ ସୂଚନା ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.