ETV Bharat / city

Panchayat Poll: ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତ କଟକ ଜିଲ୍ଲା ପ୍ରଶାସନ

author img

By

Published : Feb 4, 2022, 10:16 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତ କଟକ ଜିଲ୍ଲା ପ୍ରଶାସନ । କଟକ ଜିଲ୍ଲାରେ ୧୫ ଲକ୍ଷ ୯୬ ହଜାର ୬୭୪ ଜଣ ମତଦାତା, ୫ ହଜାର ୭ ଶହ ୩ଟି କେନ୍ଦ୍ରରେ ମତଦାନ କରିବେ । ଅଧିକ ପଢନ୍ତୁ

Panchayat Poll: ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତ କଟକ ଜିଲ୍ଲା ପ୍ରଶାସନ
Panchayat Poll: ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତ କଟକ ଜିଲ୍ଲା ପ୍ରଶାସନ

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତ କଟକ ଜିଲ୍ଲା ପ୍ରଶାସନ । କଟକ ଜିଲ୍ଲାରେ ୧୫ ଲକ୍ଷ ୯୬ ହଜାର ୬୭୪ ଜଣ ମତଦାତା, ୫ ହଜାର ୭ ଶହ ୩ଟି କେନ୍ଦ୍ରରେ ମତଦାନ କରିବେ । ଜିଲ୍ଲାରେ ୨୩୩୩ ଜଣ ପୋଲିଂ ଅଫିସର ଏଥର ନିର୍ବାଚନ ପରିଚାଳନା କରିବେ ।

ଏଥିପାଇଁ ସେମାନଙ୍କୁ ଆଜି(ଶୁକ୍ରବାର) କଟକ ବୋଷ କଲେଜରେ ତାଲିମ ପ୍ରଦାନ କରାଯାଇଛି । ନିରପେକ୍ଷ ନିର୍ବାଚନ ପାଇଁ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ଆଜି ତାଲିମ ପ୍ରଦାନ କରାଯାଇଛି । ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବାକୁ କଟକ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ତାଲିମ ପ୍ରୋଗ୍ରାମ ଦ୍ୱାରା ନିର୍ବାଚନ ପରିଚାଳନା ପାଇଁ ବେଶ ସହାୟକ ହେବ ବୋଲି ତାଲିମ ନେଉଥିବା ଅଧିକାରୀ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.