ETV Bharat / city

CMC Election: ବୁଥ ବୁଲିଲେ ଜିଲାପାଳ, ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ

କଟକରେ ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । କଟକ ସହରର ୪୪୯ଟି ବୁଥରେ ଜାରି ରହିଛି ମତଦାନ ପ୍ରକ୍ରିୟା । ତେବେ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ସ୍ଥିତି ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଅଧିକ ପଢନ୍ତୁ

author img

By

Published : Mar 24, 2022, 1:46 PM IST

CMC Election: ଭୋଟ ଗ୍ରହଣ କେନ୍ଦ୍ର ବୁଲିଲେ ଜିଲ୍ଲାପାଳ

କଟକ: କଟକରେ ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ପୌର ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ସକାଳ ୮ରୁ ଆରମ୍ଭ ହୋଇଥିବା ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । କଟକ ସହରର ୪୪୯ଟି ବୁଥରେ ଜାରି ରହିଛି ମତଦାନ ପ୍ରକ୍ରିୟା । ତେବେ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ସ୍ଥିତି ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

କେନ୍ଦ୍ରରେ ଭୋଟର ଓ ପୋଲିଂ ଅଫିସରଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ନିର୍ବାଚନ ଆରମ୍ଭର ୩ଘଣ୍ଟା ପରେ କଟକ ରେ ୨୦ପ୍ରତିଶତ ନିର୍ବାଚନ ହୋଇଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଜାବତ ବେଶ ଶାନ୍ତି ଶୃଂଖଳାର ସହ ଜାରି ରହିଛି ନିର୍ବାଚନ । ସବୁ ସ୍ଥାନରେ ଶୃଙ୍ଖଳା କାୟମ ରହିଛି । ପୋଲିଂ ଅଫିସର ଠୁ ଆରମ୍ଭ କରି ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତେ ଆକ୍ଟିଭ ରହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.