ETV Bharat / city

ସଂନ୍ଧ୍ୟା 6ଟାରେ ବଜାର ବନ୍ଦ କରିବାକୁ ବ୍ୟବସାୟୀ ସଂଘର ଦାବି

କଟକରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା କାୟା । ଏହାରି ଭିତରେ ଅନଲକ 4 ଜାରି ଏହିଥିବାରୁ ବଜାର ରେ ଭିଡ଼ ଜମୁଥିବା ବୋଲି ଗତକାଲି ପୋଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ବସିଥିବା ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ନିଷ୍କର୍ଷ ଆସିଛି। ଅଧିକ ପଢନ୍ତୁ..

author img

By

Published : Sep 25, 2020, 8:08 PM IST

Updated : Sep 25, 2020, 9:30 PM IST

ସଂନ୍ଧ୍ୟା 6 ରେ ବଜାର ବନ୍ଦ କରିବାକୁ ବ୍ୟବସାୟୀ ସଂଘର ଦାବି

କଟକ: କଟକରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା କାୟା । ଆଜି 450 ରୁ ଉର୍ଦ୍ଧ୍ବ ପିଜେଟିଭ କେସ ସମ୍ନା କୁ ଆସୁଛି। ଏହାରି ଭିତରେ ଅନଲକ 4 ଜାରି ଏହିଥିବାରୁ ବଜାର ରେ ଭିଡ଼ ଜମୁଥିବା ବୋଲି ଗତକାଲି ପୋଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ବସିଥିବା ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ନିଷ୍କର୍ଷ ଆସିଛି।

ତେବେ କିପରି ରୋକାଯିବ କରୋନା । ଏନେଇ ବ୍ୟବସାୟୀ ସଂଘ ସହ ଆଲୋଚନା କରିଥିଲେ ପୋଲିସ । ଆଉ ଶେଷରେ ସଂଧ୍ୟା 6 ଟା ରେ ଦୋକାନ ବନ୍ଦ କରିବାକୁ କହିଥିଲା ବ୍ୟବସାୟ ସଙ୍ଘ । ହେଲେ ଏହି କଥାରେ ମୋହର ମାରିବେ ରାଜ୍ୟ ସରକାର । ତେବେ ଯାଇ କିଛି ସମ୍ଭବ ହେବ । ଏହାସହ ଉଭୟ ଗ୍ରାହକ ଓ ବ୍ୟବସାୟୀ କୋଭିଡ ଆଇନ ଉଲଙ୍ଘନ କରୁଛନ୍ତି । ଯାହା ପାଇଁ ଦୋକାନ ସିଲ ହେବା ସହ ଫାଇନ ବି ଗଣୁଛନ୍ତି ଦୋକାନ ମାଲିକ । ଏହି ପରିପ୍ରେକ୍ଷୀରେ ଯେପରି ଭିଡ଼ ନହେବ ସେନେଇ ଭଲେଣ୍ଟର ବ୍ୟବସ୍ଥା ପାଇଁ ପୋଲିସ ମତ ରଖିଛି । ଅନ୍ୟପଟେ ବଜାର କୁ ଯେତିକି ପିସିଆର ଆସୁଥିଲା ତାହାଠୁ ଆଧିକ ଆସିବା ନେଇ ଦାବି କରିଛି ବ୍ୟବସାୟୀ ସଂଘ । ତେବେ କରୋନା ମାଡ଼ ମଧ୍ୟରେ ଛୋଟ ବ୍ୟବସାୟୀଙ୍କ ଦାନା ପାଣି ବନ୍ଦ ହୋଇ ଜୀବନୀ ତ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 25, 2020, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.