କଟକ: ବିଏସଏନଏଲ ଟେଲିକମ କମ୍ପାନୀକୁ ଘରୋଇକରଣ କରିବା ଯୋଜନାକୁ ବନ୍ଦ କରିବାକୁ ଦାବି । ଏହି ଉଦ୍ଦେଶ୍ୟରେ କଟକରେ ଥିବା ଟେଲିକମ କାର୍ଯ୍ୟାଳୟ ଜେନେରାଲ ମ୍ୟାନେଜରଙ୍କୁ ଦାବି ପତ୍ର ପ୍ରଦାନ କରିଛି ମହାନଗର ନାଗରିକ ମଞ୍ଚ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ