ETV Bharat / city

କଟକ ରେଳଷ୍ଟେସନ ଉପରେ ସିଏମସିର ନଜର

କଟକ ରେଳଷ୍ଟେସନରେ କୋଭିଡ କଟକଣା ହେଉଛି କଡାକଡି । ପଇଁତରା ମାରୁଛନ୍ତି କୋଭିଡ ଏନନ୍ଫୋର୍ସମେଣ୍ଟ ଟିମ । ଷ୍ଟେସନ ମାଷ୍ଟରଙ୍କ ସହ ଆଲୋଚନା ପରେ କୋଭିଡ ପରୀକ୍ଷା ସେଣ୍ଟର ସ୍ଥିତି ଯାଞ୍ଚ କରିଛି ଟିମ । ଅଧିକ ପଢନ୍ତୁ...

author img

By

Published : Apr 10, 2021, 4:50 PM IST

କଟକ ରେଳ ଷ୍ଟେସନ ଉପରେ ସିଏମସିର ନଜର
କଟକ ରେଳ ଷ୍ଟେସନ ଉପରେ ସିଏମସିର ନଜର

କଟକ : ରେଳଷ୍ଟେସନରେ କୋଭିଡ କଟକଣା ହେଉଛି କଡାକଡି । ପଇଁତରା ମାରୁଛନ୍ତି କୋଭିଡ ଏନନ୍ଫୋର୍ସମେଣ୍ଟ ଟିମ । ଷ୍ଟେସନ ମାଷ୍ଟରଙ୍କ ସହ ଆଲୋଚନା ପରେ କୋଭିଡ ପରୀକ୍ଷା ସେଣ୍ଟର ସ୍ଥିତି ଯାଞ୍ଚ କରିଛି ଟିମ ।

କଟକ ରେଳ ଷ୍ଟେସନ ଉପରେ ସିଏମସିର ନଜର

ସୋମବାର ଠାରୁ ଟେଷ୍ଟିଂ ପ୍ରକ୍ରିୟା ଆହୁରି ତ୍ୱରିତ କରାଯିବ । ଏହାଛଡ଼ା ଯେଉଁମାନେ ପଜେଟିଭ ଚିହ୍ନଟ ହେବେ, ସେମାନଙ୍କ ପାଇଁ ବୋଷ କଲେଜରେ 45ଟି ସିସିସି ବେଡ଼ ଉପଲବ୍ଧ ରହିଛି । ଯେଉଁମାନଙ୍କୁ ସେହି ସ୍ଥାନରେ ରଖାଯିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.