ETV Bharat / city

ଅମିତ ଶାହାଙ୍କ ଗ୍ରସ୍ତକୁ କଂଗ୍ରେସର ବିରୋଧ - cuttack news

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭୁବନେଶ୍ବର ଗ୍ରସ୍ତକୁ ଜୋରଦାର ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ । ନାଗରିକ ସଂଶୋଧନ ଆଇନ (ସିଏଏ) କୁନେଇ ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଭୟ ବିଜେପି ଓ ବିଜେଡି ଚାହୁଁଛନ୍ତି ବୋଲି ମୋକିମ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

congress-protest-to-home-minister-amit-shah-visit-of-odisha
ଅମିତ ଶାହଙ୍କ ଗ୍ରସ୍ତକୁ କଂଗ୍ରେସର ବିରୋଧ
author img

By

Published : Feb 29, 2020, 7:57 AM IST

କଟକ: ଅମିତଶାହାଙ୍କ ଗ୍ରସ୍ତକୁ କଂଗ୍ରେସର ବିରୋଧ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭୁବନେଶ୍ବର ଗ୍ରସ୍ତକୁ ଜୋରଦାର ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ । ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଅମିତ ଶାହଙ୍କ ଗ୍ରସ୍ତକୁ କଂଗ୍ରେସର ବିରୋଧ

ଦେଶର ରାଜଧାନୀ ଦିଲ୍ଲୀର ହିଂସା ପାଇଁ କେନ୍ଦ୍ରର ବିଜେପି ସରକାର ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସମ୍ପୂର୍ଣ୍ଣ ଭାବରେ ଦାୟୀ କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ନାଗରିକ ସଂଶୋଧନ ଆଇନ (ସିଏଏ)କୁ ନେଇ ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଭୟ ବିଜେପି ଓ ବିଜେଡି ଚାହୁଁଛନ୍ତି ବୋଲି ମୋକିମ ପ୍ରକାଶ କରିଛନ୍ତି । ଓଡ଼ିଶାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପୁରାଇ ଦିଆନଯାଉ ବୋଲି କହିଛି କଂଗ୍ରେସ । କଟକରେ ଦିଲ୍ଲୀ ହିଂସା ପାଇଁ ଅମିତ ଶାହଙ୍କୁ ଦାୟୀ କରି ତୁରନ୍ତ ଇସ୍ତଫା ଦେବା ପାଇଁ ଦାବି କରିବା ସହ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.