ETV Bharat / city

Egg Hurled CM Carcade: ଦରଦାମ ବୃଦ୍ଧି ଅଣ୍ଡା ମାଡର ମୁଖ୍ୟ କାରଣ କହିଲେ ମୋକିମ

author img

By

Published : Nov 24, 2021, 3:39 PM IST

ଦରଦାମ ବୃଦ୍ଧି, ନ୍ୟାୟିକ ବ୍ୟବସ୍ଥାରେ ବିଫଳତା, ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ ଓ କଳାପତାକା ପ୍ରଦର୍ଶନର ମୁଖ୍ୟ କାରଣ କହିଲେ କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ । ଅଧିକ ପଢନ୍ତୁ

Eggs Hurled At CM's Carcade: ଦରଦାମ ବୃଦ୍ଧି ନ୍ୟାୟିକ ବ୍ୟବସ୍ଥାରେ ବିଫଳତା ଅଣ୍ଡା ମାଡର ମୁଖ୍ୟ କାରଣ କହିଲେ ମୋକିମ

କଟକ: ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ(Eggs Hurled) ଓ କଳାପତାକା ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ । ଦରଦାମ ବୃଦ୍ଧିକୁ ନେଇ ଜନ ଆକ୍ରୋଶର ଏହା ପ୍ରତିଫଳନ ବୋଲି ସେ କହିଛନ୍ତି ।

ସେହିପରି ମମିତା ମେହେର ହତ୍ୟା ଘଟଣାରେ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେବାର ଏହା କାରଣ ବି ହୋଇପାରେ ବୋଲି ସେ କହିଛନ୍ତି । ତେବେ ଏହି ଘଟଣାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ମୋକିମ । ଗୁଇନ୍ଦା ବିଭାଗ ଫେଲ୍ ମାରିଛି ବୋଲି ମୋକିମ ଅଭିଯୋଗ କରିଛନ୍ତି । ତେଣୁ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ କରାନାଗଲେ ଆଗକୁ ଆହୁରି ଏମିତି ଅଣ୍ଡାମାଡ଼ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.