ETV Bharat / city

ସିଟି ମେଡିକାଲ ଅବ୍ୟବସ୍ଥା ନେଇ ସିଡିଏମଓଙ୍କୁ ଭେଟିଲା କଂଗ୍ରେସ - ସିଡିଏମଓଙ୍କୁ ଭେଟିଲା କଂଗ୍ରେସ

ସିଟି ମେଡିକାଲ ଦୂରାଵସ୍ଥା ନେଇ ସିଡିଏମଓଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 18, 2019, 5:04 AM IST

କଟକ: ସିଟି ମେଡିକାଲ ଦୂରାଵସ୍ଥା ନେଇ ସିଡିଏମଓଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ । ମେଡିକାଲ ରେ ରୋଗୀ ସଂଖ୍ୟା ବଢ଼ୁଥିବା ବେଳେ ବେଡ଼ ସଂଖ୍ୟା କମ, ରକ୍ତ ମିଳିବାରେ ସମସ୍ୟା, ବିଭିନ୍ନ ପରୀକ୍ଷା କରିବାରେ ଅବ୍ୟବସ୍ଥା ଦେଖାଯାଉଛି । ତେବେ ଖୁବ ଶୀଘ୍ର ଏହାର ବିକାଶ ହେବାନେଇ ସିଡିଏମଓଙ୍କୁ ଭେଟି ଦାବି ଜଣାଇଛି କଂଗ୍ରେସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସିଡିଏମଓଙ୍କ ସହ ହୋଇଥିବା ଆଲୋଚନାରେ ମେଡିକାଲ ସ୍ଥିତି କିପରି ଖୁବ ଶୀଘ୍ର ବଦଳିବ ସେ ଦିଗରେ ଆଲୋଚନା କରାଯାଇଛି । ସହରର ସର୍ବ ପୁରାତନ ମେଡିକାଲ ହୋଇଥିବାରୁ ଏହାର ଗୁରୁତ୍ବ ରହିବା ଦରକାର ବୋଲି କଂଗ୍ରେସ କହିଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଟି ମେଡିକାଲ ଦୁରାଵସ୍ଥା ନେଇ ସିଡିଏମଓ ଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ । କିପରି ମେଡିକାଲ ସ୍ଥିତି ଖୁବ ଶୀଘ୍ର ବଦଲିବ ସେ ଦିଗରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ସହର ର ସର୍ବ ପୁରାତନ ମେଡିକାଲ ହୋଇଥିବାରୁ ଏହାର ଗୁରୁତ୍ୱ ରହିବା ଦରକାର ବୋଲି ସୂଚନା ଦେଇଛି କଂଗ୍ରେସ ।

Body:ତେବେ ଏହି ମେଡିକାଲ ରେ ରୋଗୀ ସଂଖ୍ୟା ବଢ଼ୁଥିବାରୁ ବେଡ଼ ସଂଖ୍ୟା କମ , ରକ୍ତ ଆଦାନ ପ୍ରଦାନ ରେ ସମସ୍ୟା , ବିଭିନ ପରୀକ୍ଷା ଦିଗରେ ସମ୍ପୂର୍ଣ ବିଫଳ ହେଉଛି ମେଡିକାଲ । ତେବେ ଖୁବ ଶୀଘ୍ର ଏହାର ବିକାଶ ହେବାନେଇ ସିଡିଏମଓ ଙ୍କୁ ଭେଟି ଦାବି ଜଣାଇଛି କଂଗ୍ରେସ ।

ବାଇଟ: ସୁରେଶ ମହାପାତ୍ର ( ବରିଷ୍ଠ କଂଗ୍ରେସ ନେତା )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.