ETV Bharat / city

କଟକରୁ ପୁଣି ବନ୍ଧୁକ ଜବତ, ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

କଟକରୁ ପୁଣି ବନ୍ଧୁକ ଜବତ କରିଛି କମିଶନରେଟ ପୋଲିସ । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Nov 16, 2021, 3:20 PM IST

କଟକରୁ ପୁଣି ବନ୍ଧୁକ ଜବତ, ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ
କଟକରୁ ପୁଣି ବନ୍ଧୁକ ଜବତ, ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସକଟକରୁ ପୁଣି ବନ୍ଧୁକ ଜବତ, ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

କଟକ: ସିଲଭର ସିଟି କଟକରୁ ପୁଣି ବନ୍ଧା ହେଲେ ବନ୍ଧୁକ ବେପାରୀ । ୫ଟି ବନ୍ଧୁକ ୩୦ଟି ଗୁଳି ସହ ୩ ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଭୁବନେଶ୍ଵରରୁ କଟକ ସହରରେ ବେପାର କରିବାକୁ ଆଣୁଥିବା ସମୟରେ ଏମାନଙ୍କୁ ଲାଲବାଗ ଥାନା ପୋଲିସ ଗିରଫ କରିଛି ।

କଟକରୁ ପୁଣି ବନ୍ଧୁକ ଜବତ, ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଗିରଫ ଅଭିଯୁକ୍ତଙ୍କ ନାଁ ମିଲନ, ଜିତୁ ଓ କାଳିଆ । ମିଲନ ମୁଖ୍ୟ ଅଭିଯୁକ୍ତ ବୋଲି ଡିସିପି ସୂଚନା ଦେଇଛନ୍ତି । ତିନି ଜଣଙ୍କ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ମିଲନ ବିରୋଧରେ NSA ମଧ୍ୟ ଲାଗିଛି । ତେବେ ଚଳିତ ବର୍ଷ ୬୯ରୁ ଊର୍ଦ୍ଧ୍ବ ବନ୍ଧୁକ ଜବତ କରାଯାଇଥିବା ବେଳେ ୩୦ ଜଣଙ୍କୁ ଗିରଫ କରାଯାଇଛି ବୋଲି DCP ସୂଚନା ଦେଇଛନ୍ତି ।

ଏହି ଅଭିଯୁକ୍ତମାନେ ପୂର୍ବରୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଚୋରି ଡ଼କାୟତି ଭଳି କାର୍ଯ୍ୟରେ ଲିପ୍ତ ରହୁଥିଲେ । ପାରାଦ୍ବୀପ, ପାଟକୁରା, ଜଗତସିଂହପୁର, ରଘୁନାଥପୁର, ବିରିଡ଼ି, ମାଲଗୋଦାମ ଓ ମଙ୍ଗଳାବାଗ ଆଦି ଅଞ୍ଚଳରେ ଏମାନେ ବୁଲି ବୁଲି ଅପରାଧିକ କାର୍ଯ୍ୟ କରୁଥିଲେ ବୋଲି କଟକ ଡ଼ିସିପି ପ୍ରତୀକ ସିଂ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.