ETV Bharat / city

କାର୍ତ୍ତିକେଶ୍ବର ପୂଜାରେ କଟକ କମିଶନରେଟ ପୋଲିସର କଟକଣା ଲାଗୁ - କଟକ କମିଶନରେଟ ପୋଲିସର କଟକଣା ଲାଗୁ

ଦୁର୍ଗା ପୂଜା ପରି କାର୍ତ୍ତିକେଶ୍ବର ପୂଜା ପାଇଁ କଟକଣା ଲାଗୁ କଲା କଟକ କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

କାର୍ତ୍ତିକେଶ୍ବର ପୂଜାରେ କଟକ କମିଶନରେଟ ପୋଲିସର କଟକଣା ଲାଗୁ

author img

By

Published : Nov 17, 2020, 4:31 PM IST

କଟକ: କାର୍ତ୍ତିକେଶ୍ବର ପୂଜା ପାଇଁ କଟକ କମିଶନରେଟ ପୋଲିସର କଟକଣା । କୋରୋନା ସଂକ୍ରମଣ ପାଇଁ ପୂଜା ଉପରେ ଲାଗୁ କଲା କଟକଣା । ଆସନ୍ତା 25 ତାରିଖରୁ ପୂଜା ଆରମ୍ଭ ହେବାକୁ ଥିବାବେଳେ କିଭଳି ପୂଜା କରାଯିବ ତାକୁ ନେଇ ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ ।

କାର୍ତ୍ତିକେଶ୍ବର ପୂଜାରେ କଟକ କମିଶନରେଟ ପୋଲିସର କଟକଣା ଲାଗୁ

ଦୁର୍ଗା ପୂଜା ପରି କାର୍ତ୍ତିକେଶ୍ବରଙ୍କ ମୂର୍ତ୍ତୀ ମଧ୍ୟ 4 ଫୁଟ ଉଚ୍ଚତା ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ମଣ୍ଡପକୁ ଆବଦ୍ଧ କରି କେବଳ 7 ଜଣ କର୍ମକର୍ତ୍ତାଙ୍କ ଉପସ୍ଥିତ ରହିବେ । ଏହି ସମୟରେ ସମସ୍ତ ପୂଜକ ସାମାଜିକ ଦୂରତା ପାଳନ କରିବେ । ସେହିପରି ଜନସମାବେଶ ଉପରେ ରହିବ କଟକଣା ।

ଏଥିସହ କୌଣସି ପୂଜା ମଣ୍ଡପ ସାଜସଜ୍ଜା କରାଯିବ ନାହିଁ । ଡାକବାଜି ଯନ୍ତ୍ର ବ୍ୟବହାର ମଧ୍ୟ ବନ୍ଦ । ବିସସର୍ଜନ ସମୟରେ କୌଣସି ମେଢ ସାହି ପରିକ୍ରମା କରିବାକୁ ଅନୁମତି ନାହିଁ । ୧୧ ଟି କୃତ୍ରିମ ପୋଖରୀରେ ମେଢ ବିସର୍ଜନ କରାଯିବ ବୋଲି କଟକଣା ଜାରି କରିଛି କଟକ କମିଶନରେଟ ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.