ETV Bharat / city

ଆକ୍ସନ ମୁଡରେ କମିଶନରେଟ ପୋଲିସ, ଦୁଇ ଲୁଟେରା ସମେତ ଜଣେ ବ୍ୟବସାୟୀ ଗିରଫ - ଦୁଇ ଲୁଟେରା ସମେତ ଜଣେ ବ୍ୟବସାୟୀଙ୍କୁ ଗିରଫ କଲା କମିଶନରେଟ ପୋଲିସ

କଟକ ସଦର ଥାନା ଅଞ୍ଚଳରେ ସୁନା ଓ ମୋବାଇଲ ଛିନତାଇ କରୁଥିବା ଦୁଇ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କ ଠାରୁ ୧୧ଟି ସୁନା ଚେନ ସହ ୧୩୪ ଗ୍ରାମ ସୁନା ଅଳଙ୍କାର, ୧୦୭ ଗ୍ରାମ ରୂପା ଅଳଙ୍କାର, ୪ଟି ମୋବାଇଲ ଓ ୨ଟି ବାଇକକୁ ଜବତ କରାଯାଇଛି ।

ଦୁଇ ଲୁଟେରା ସମେତ ଜଣେ ବ୍ୟବସାୟୀଙ୍କୁ ଗିରଫ କଲା କମିଶନରେଟ ପୋଲିସ

author img

By

Published : Aug 31, 2020, 7:09 PM IST

କଟକ: କଟକ ସଦର ଥାନା ଅଞ୍ଚଳରେ ସୁନା ଓ ମୋବାଇଲ ଛିନତାଇ କରୁଥିବା ଦୁଇ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କ ଠାରୁ ୧୧ଟି ସୁନା ଚେନ ସହ ୧୩୪ ଗ୍ରାମ ସୁନା ଅଳଙ୍କାର, ୧୦୭ ଗ୍ରାମ ରୂପା ଅଳଙ୍କାର, ୪ଟି ମୋବାଇଲ ଓ ୨ ଟି ବାଇକକୁ ଜବତ କରିଛି କଟକ କମିଶନରେଟ ପୋଲିସ । ସେମାନଙ୍କ ଠାରୁ ୧୧ ଟି ସୁନା ଚେନ ସହ ୧୩୪ ଗ୍ରାମ ସୁନା ଅଳଙ୍କାର , ୧୦୭ ଗ୍ରାମ ରୂପା ଅଳଙ୍କାର, ୪ଟି ମୋବାଇଲ ଓ ୨ଟି ବାଇକକୁ ଜବତ କରାଯାଇଛି ।

ବ୍ରହ୍ମପୁରରେ ସେପ୍ଟେମ୍ବର ପହିଲାରୁ କିନ୍ନର ଆଦାୟ କରିବେ ପାର୍କିଂ ଫି

ଲୁଟେରାଙ୍କ ଠାରୁ ଅଳଙ୍କାର କିଣୁଥିବା ଜଣେ ବ୍ୟବସାୟୀଙ୍କୁ ପୋଲିସ ମଧ୍ୟ ଗିରଫ କରିଛି । ଏହି ଲୁଟେରାଙ୍କ ନାମରେ ପୂର୍ବରୁ ଅନେକ ଥାନାରେ ୧୧ରୁ ଅଧିକ ମାମଲା ଥିବା କଟକ ଡିସିପି କହିଛନ୍ତି । ଏହି ଲୁଟେରାମାନେ ବିଶେଷକରି ମହିଳାଙ୍କ ଠାରୁ ଲୁଟ କରି ଫେରାର ହୋଇଯାଇଥାନ୍ତି । ତେବେ ସେମାନଙ୍କୁ ପୋଲିସ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.