ETV Bharat / city

ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ କେନ୍ଦ୍ର ସରକାର ଦାୟୀ: ଛାତ୍ର କଂଗ୍ରେସ - Central govt. responsible for jnu attack

ଜେଏନୟୁ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ସମଗ୍ର ଦେଶ ମର୍ମାହତ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ଛାତ୍ର କଂଗ୍ରେସ।

congress student
ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ କେନ୍ଦ୍ର ସରକାର ଦାୟୀ
author img

By

Published : Jan 10, 2020, 12:25 AM IST

କଟକ: ଛାତ୍ରଙ୍କୁ ମିଳୁନି ସୁରକ୍ଷା। ଶୋଇଛନ୍ତି କେନ୍ଦ୍ର ସରକାର। ଜେଏନୟୁ ବିଶ୍ବବିଦ୍ୟାଳୟ ପରିସରରେ ଯେଉଁପରି ଭାବରେ ଅମାନୁଷିକ ଢ଼ଙ୍ଗରେ ଆକ୍ରମଣ କରାଗଲା ତାହା ପାଇଁ ଦାୟୀ କେବଳ କେନ୍ଦ୍ର ସରକାର ବୋଲି ଦାବି କରିଛି ଛାତ୍ର କଂଗ୍ରେସ।

ଜେଏନୟୁରେ ଆକ୍ରମଣକୁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ଛାତ୍ର କଂଗ୍ରେସ

ଏହାସହିତ ବିଶ୍ବବିଦ୍ୟାଳୟରେ ହୋଇଥିବା ଏହି ଆକ୍ରମଣ ପାଇଁ ସାରା ଦେଶ ମର୍ମାହତ। ଏହି ଅମାନବୀୟ ଘଟଣାର ଉଚ୍ଚ ତଦନ୍ତ ଦାବି କରି ଆଜି(ଗୁରୁବାର) ରାଜ୍ୟପାଳଙ୍କ ଉଦେଶ୍ୟରେ ଆରିଡ଼ସିଙ୍କୁ ଦାବିପତ୍ର ପ୍ରଦାନ କରିଛି ଛାତ୍ର କଂଗ୍ରେସ ।

ତେବେ ଏହି ଆକ୍ରମଣ ପଛରେ ଯିଏ ବି ରହିଛି ତାକୁ କଠୋର ଦଣ୍ଡ ମିଳିବା ଦରକାର ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଛାତ୍ର ଙ୍କୁ ମିଳୁନି ସୁରକ୍ଷା । ସୋଇଛନ୍ତି କେନ୍ଦ୍ର ସରକାର । ଜେ ଇଂ ୟୁ ବିଶ୍ୱବିଦ୍ୟାଳୟ ପରିସର ରେ ଯେଉଁ ପରି ଭାବରେ ଅମାନୁଷିକ ଢ଼ଙ୍ଗରେ ଆକ୍ରମଣ କରାଗଲା ତାହା ପାଇଁ ଦାୟୀ କେବଳ କେନ୍ଦ୍ର ସରକାର ବୋଲି ଦାବି କରିଛି ଛାତ୍ର କଂଗ୍ରେସ ।

Body:ଏହାସହିତ ବିଶ୍ୱ ବିଦ୍ୟାଳୟ ରେ ଘଟିଥିବା ଏହି ମର୍ମନ୍ତୁଦ ଘଟଣା ପାଇଁ ସାରା ଦେଶ ମର୍ମାହତ । ଏହି ଅମାନବୀୟ ଘଟଣା ର ଉଚ୍ଚ ତଦନ୍ତ ଦାବି କରି ଆଜି ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଆରିଡ଼ସି ଙ୍କୁ ଦାବି ପତ୍ର ପ୍ରଦାନ କରିଛି ଛାତ୍ର କଂଗ୍ରେସ ।

Conclusion:ତେବେ ଏହି ଆକ୍ରମଣ ପଛରେ ଯିଏ ବି ରହିଛି ତାକୁ କଠୋର ଦଣ୍ଡ ମିଳିବା ଦରକାର ବୋଲି ଦାବି କରିଛି କଂଗ୍ରେସ ।

ବାଇଟ: ନିରଞ୍ଜନ ଦାସ( ଛାତ୍ର କଂଗ୍ରେସ ସଦସ୍ୟ)

edited story with vo
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.